ETV Bharat / city

Justice For Mamita: ଗୁରୁବାର ବିଧାନସଭା ଘେରିବ BJP ଯୁବମୋର୍ଚ୍ଚା - ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା

9 ଡିସେମ୍ବରରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା । ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଯୁବ ମୋର୍ଚ୍ଚା କରିବ ବଡ଼ ପ୍ରତିବାଦ । ଅଧିକ ପଢନ୍ତୁ

Justice For Mamita: 9 ଡିସେମ୍ବରରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା

author img

By

Published : Dec 8, 2021, 6:04 PM IST

ଭୁବନେଶ୍ବର: 9 ଡିସେମ୍ବରରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା । ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଯୁବ ମୋର୍ଚ୍ଚା କରିବ ବଡ଼ ପ୍ରତିବାଦ । ଆନ୍ଦୋଳନରେ ଓଡିଶାର କୋଣ ଅନୁକୋଣରୁ ହଜାର ହଜାର ଯୁବ ବିଜେପି କର୍ମୀ ଯୋଗଦେବେ ।

Justice For Mamita: 9 ଡିସେମ୍ବରରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା

ଏହାବି ପଢନ୍ତୁ: Justice For Mamita: ଆସନ୍ତା ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା

ଯେପର୍ଯ୍ୟନ୍ତ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ବହିଷ୍କାର ଏବଂ ମମିତା ହତ୍ୟାକାଣ୍ଡର CBI ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇନାହାନ୍ତି, ବିଜେପି ଆନ୍ଦୋଳନ ଜାରି ରଖିବ ବୋଲି କହିଛନ୍ତି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.