ETV Bharat / city

Municipal Election: ଭୋଟ ପାଇଁ ନୋଟ ବାଣ୍ଟୁଛି ବିଜେଡି

author img

By

Published : Mar 23, 2022, 9:45 PM IST

ଶାସକ ବିଜୁ ଜନତା ଦଳ ନଗ୍ନ ଭାବରେ ସ୍ପଷ୍ଟ ଦିବାଲୋକରେ ସମସ୍ତଙ୍କ ଉପସ୍ଥିତିରେ ପୌର ନିର୍ବାଚନ ପାଇଁ ଭୋଟରଙ୍କୁ ଟଙ୍କା ବାଣ୍ଟୁଛି । ଏଭିଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ମୁଖପାତ୍ର ସୁରଥ ବିଶ୍ବାଳ । ଅଧିକ ପଢନ୍ତୁ

ଭୋଟ ପାଇଁ ନୋଟ ବାଣ୍ଟୁଛି ବିଜେଡି: ବିଜେପି ମୁଖପାତ୍ର ସୁରଥ ବିଶ୍ବାଳ

ଭୁବନେଶ୍ବର: ଶାସକ ବିଜୁ ଜନତା ଦଳ ନଗ୍ନ ଭାବରେ ସ୍ପଷ୍ଟ ଦିବାଲୋକରେ ସମସ୍ତଙ୍କ ଉପସ୍ଥିତିରେ ପୌର ନିର୍ବାଚନ ପାଇଁ ଭୋଟରଙ୍କୁ ଟଙ୍କା ବାଣ୍ଟୁଛି । ଏଭିଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ମୁଖପାତ୍ର ସୁରଥ ବିଶ୍ବାଳ । ସୁରଥ କହିଛନ୍ତି ଶାସକ ବିଜୁ ଜନତା ଦଳ ନଗ୍ନ ଭାବରେ ସ୍ପଷ୍ଟ ଦିବାଲୋକରେ ସମସ୍ତଙ୍କ ଉପସ୍ଥିତିରେ ଟଙ୍କା ବାଣ୍ଟୁଛି ।

ଲୋକେ ଭଲ ପାଉଛନ୍ତି ବିଜେଡିକୁ ତେଣୁ ଭୋଟ ଦେଉଛନ୍ତି କହୁଥିବା ବିଜେଡି ଟଙ୍କା କାହିଁକି ବାଣ୍ଟୁଛି ବୋଲି ସେ ପ୍ରଶ୍ନ କରିଛନ୍ତି ? ପ୍ରଶାସନ, ପୋଲିସ ଏବଂ ଆଚରଣ ବିଧି ବିଜୁ ଜନତାଦଳ ପାଖରେ ଏହାର କିଛି ମାନେ ନାହିଁ । ରାଜ୍ୟର ଅନେକ ସ୍ଥାନରୁ ବିଜେଡି ପ୍ରାର୍ଥୀ, ନେତା ଟଙ୍କାବାଣ୍ଟୁ ଥିବାର ଭିଡିଓ ଆସୁଛି । ଏହା ଗଣତନ୍ତ୍ର ପ୍ରତି ଅଶୁଭ ଲକ୍ଷଣ । ଗଣତନ୍ତ୍ର ପାଇଁ ବିପଦ ସଂକେତ ବୋଲି କହିଛନ୍ତି ସୁରଥ ବିଶ୍ଵାଳ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.