ETV Bharat / city

ବିବାଦୀୟ ମନ୍ତବ୍ୟ ପାଇଁ ଗୃହରେ ଦୁଃଖ ପ୍ରକାଶ କଲେ ବିଷ୍ଣୁ ସେଠୀ - ବିବାଦୀୟ ମନ୍ତବ୍ୟ

ମହିଳାଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ବିଜେପି ବିଧାୟକ ବିଷ୍ଣୁ ସେଠୀ ଦୁଃଖ ପ୍ରକାଶ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 2, 2019, 3:12 PM IST

ଭୁବନେଶ୍ବର: ମହିଳାଙ୍କ ପ୍ରସଙ୍ଗରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଆଜି ବିଧାନସଭାରେ ବିଜେପି ବିଧାୟକ ବିଷ୍ଣୁ ସେଠୀ ଦୁଃଖ ପ୍ରକାଶ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଧାନସଭାର ଶୂନ୍ୟକାଳରେ ସେ କହିଛନ୍ତି, ଉଦ୍ଦେଶ୍ୟମୂଳକ ଭାବେ କାହାର ଧର୍ମୀୟ ଭାବନାକୁ ଆଘାତ ଦେବାକୁ ଚାହୁଁ ନଥିଲେ । ସେ ପ୍ରକାଶ କରିଥିବା ମତ କିଛି ମିଡିଆ ରିପୋର୍ଟ ଓ ଆନ୍ତର୍ଜାତିକ ସଙ୍ଗଠନ ରିପୋର୍ଟ ଆଧାରରେ କହିଥିଲେ । ତେଣୁ ବାଚସ୍ପତି ଏଭଳି ମନ୍ତବ୍ୟକୁ ବିଧାନସଭା ବିବରଣୀରୁ ବାଦ ଦେବାକୁ ଅନୁରୋଧ କରିଥିଲେ । ଏହାପରେ ବାଚସ୍ପତି ମହିଳାଙ୍କ ପ୍ରତି ଦେଇଥିବା ଥିବା ମନ୍ତବ୍ୟକୁ ଗୃହର ବିବରଣୀରୁ ବାଦ ଦେବାକୁ ରୁଲିଂ ଦେଇଛନ୍ତି।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

ଦୁଃଖ ପ୍ରକାଶ କଲେ ବିଷ୍ଣୁ ସେଠୀ
ଭୁବନେଶ୍ୱର () ମୁସଲମାନ ମହିଳାଙ୍କ ପ୍ରସଙ୍ଗରେ ଦେଇଥିବା ମନ୍ତବ୍ୟକୁ ନେଇ ଆଜି ବିଧାନସଭାର ଶୂନ୍ୟକାଳରେ ବିଜେପି ବିଧାୟକ ବିଷ୍ଣୁ ସେଠୀ ଦୁଃଖ ପ୍ରକାଶ କରିଛନ୍ତି । ସେ ଉଦ୍ଦେଶ୍ୟମୂଳକ ଭାବେ କାହାର ଧର୍ମୀୟ ଭାବନାକୁ ଆଘାତ ଦେବାକୁ ଚାହୁଁନଥିଲେ । ସେ କିଛି ମିଡିଆ ରିପୋର୍ଟ ଓ ଆନ୍ତର୍ଜାତିକ ସଂଗଠନ ରିପୋର୍ଟ ଆଧାରରେ କହିଥିଲେ । ତେଣୁ ବାଚସ୍ପତି ଏଭଳି ମନ୍ତବ୍ୟକୁ ବିଧାନସଭା ବିବାରଣୀରୁ ବଦ ଦେବାକୁ ଅନୁରୋଧ କରିଥିଲେ । ବାଚସ୍ପତି ଗତକାଲି ମୁସଲମାନ ମହିଳାଙ୍କ ପ୍ରତି ଦେଇଥିବା ମନ୍ତବ୍ୟକୁ ଗୃହର ବିବାରଣୀରୁ ବାଦ ଦେବାକୁ ରୁଲିଂ ଦେଇଛନ୍ତି । 
ବାଇଟ - ବିଷ୍ଣୁ ସେଠୀ, ବିଜେପି ବିଧାୟକ
Fresh Byte sent in LiveU
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.