ETV Bharat / city

ଚିକିଟିରେ ବିଜେପି ପ୍ରାର୍ଥୀଙ୍କୁ ମାଡ ଅଭିଯୋଗ, ନିର୍ବାଚନ କମିଶନଙ୍କୁ ଭେଟିଲା BJP

author img

By

Published : Jan 21, 2022, 10:29 PM IST

ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲେ ବିଜେପି । ଗଞ୍ଜାମ ଜିଲ୍ଲା ଚିକିଟିରେ ବିଜେପି ପ୍ରାର୍ଥୀଙ୍କୁ ବିଜେଡିର ମାଡ଼ ଅଭିଯୋଗ । ଅଧିକ ପଢ଼ନ୍ତୁ

ଚିକିଟିରେ ବିଜେପି ପ୍ରାର୍ଥୀଙ୍କୁ ମାଡ଼ ଅଭିଯୋଗ, ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପି

ଭୁବନେଶ୍ବର: ପୁଣି ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲେ ବିଜେପି । ଗଞ୍ଜାମ ଜିଲ୍ଲା ଚିକିଟିରେ ବିଜେପି ପ୍ରାର୍ଥୀଙ୍କୁ ବିଜେଡିର ମାଡ଼ ଅଭିଯୋଗ । ନାମାଙ୍କନ ଦାଖଲ ପାଇଁ ଯିବା ସମୟରେ ପ୍ରାର୍ଥୀଙ୍କୁ ଆକ୍ରମଣ ହୋଇଛି । ତା ସହିତ ଚିକିଟିର ଆଉ ଏକ ସରକାରୀ କାର୍ଯ୍ୟାଳୟରେ ପଶି ବିଜେପି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ରକୁ ଚିରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ଵାରସ୍ଥ ହୋଇଛି ବିଜେପି ପ୍ରତିନିଧି ଦଳ ।

ଏହି ଦୁଇଟି ଘଟଣାରେ ନିର୍ବାଚନ ଆୟୋଗଙ୍କ ହସ୍ତକ୍ଷେପ ଦାବି କରିଛି ବିଜେପି । ଏହାସହ ଗତକାଲି(ଗୁରୁବାର) ଭୁବନେଶ୍ବର ୨୯ ନମ୍ବର ୱାର୍ଡରେ ଜାଗା ମିଶନ ନାଁରେ ଶାସକ ଦଳ କୋଭିଡ ଗାଇଡଲାଇନ୍ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ମଧ୍ୟ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଯାଇଥିବା ନେଇ ବିଜେପି ସୂଚନା ଦେଇଛନ୍ତି । ଏହାକୁ ନେଇ ବିଜେପିର ଏକ ପ୍ରତିନିଧି ଦଳ ନିର୍ବାଚନ ଆୟୋଗଙ୍କୁ ଭେଟିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.