ETV Bharat / city

Code of Conduct Violation: ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେପି ଟିମ

author img

By

Published : Feb 19, 2022, 8:24 PM IST

ପୁଣି ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପିର ପ୍ରତିନିଧି ମଣ୍ଡଳୀ । ଅଧିକ ପଢନ୍ତୁ

Code of Conduct Violation : ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେପି ଟିମ

ଭୁବନେଶ୍ବର : ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପିର ପ୍ରତିନିଧି ମଣ୍ଡଳୀ । ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଏକ ସଂଗଠନର (ଆତ୍ମା NGO) ଚେୟାରମ୍ୟାନ ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି । ନିର୍ବାଚନ ଜିତିବା ସରକାରୀ ତହବିଲରୁ ଧାଡି ରୁଆ ପାଇଁ ଚାଷୀ ମାନଙ୍କୁ 1300 ଟଙ୍କା ଲେଖାଏଁ ଦେଉଥିବା ଆଭିଯୋଗ ହୋଇଛି ।

ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ବିଜେପି ଭେଟିଛି । କିଶନ ନଗର ବ୍ଲକର ବିଡ଼ିଓଙ୍କ ବିରୁଦ୍ଧରେ ଆମେ ପୂର୍ବରୁ ଅଭିଯୋଗ କରିଥିଲୁ ମାତ୍ର କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ଏବେ ପୁଣି ବିଡ଼ିଓ ଆଉ ପାଦେ ଆଗକୁ ଯାଇଛନ୍ତି । ତାଙ୍କର ଏକ ଅଡ଼ିଓ ସର୍ବସମ୍ମୁଖକୁ ଆସିଛି ।

ଏହାବି ପଢନ୍ତୁ : ରାଜ୍ୟରେ ନାହିଁ କୋଭାକ୍ସିନ, ଆହୁରି ୫୦ ହଜାର ନେଇ ନାହାନ୍ତି ପ୍ରଥମ ଡୋଜ

ସେ ବିଷୟରେ ଆମେ ପୁଣି ଅଭିଯୋଗ କରିଛୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଯଦି କାର୍ଯ୍ୟାନୁଷ୍ଠାନ ନ ହେବ । ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବୁ ବୋଲି କହିଛନ୍ତି ବିଜେଡି ନେତା ସୁରଥ ବିଶ୍ବାଳ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.