ETV Bharat / city

ଦିଲ୍ଲୀ ଗସ୍ତ ପରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ରଖିଲେ ପ୍ରତିକ୍ରିୟା

ଦିଲ୍ଲୀ ଗସ୍ତ ପରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ଏହା ସୌଜନ୍ୟ ମୂଳକ ଗସ୍ତ ଥିଲା। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯାଇଥିଲୁ। ଅଧିକ ପଢନ୍ତୁ

ଦିଲ୍ଲୀ ଗସ୍ତ ପରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ରଖିଲେ ପ୍ରତିକ୍ରିୟା
ଦିଲ୍ଲୀ ଗସ୍ତ ପରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ରଖିଲେ ପ୍ରତିକ୍ରିୟା
author img

By

Published : Apr 3, 2022, 10:48 PM IST

ଭୁବନେଶ୍ବର : ଦିଲ୍ଲୀ ଗସ୍ତ ପରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ଏହା ସୌଜନ୍ୟ ମୂଳକ ଗସ୍ତ ଥିଲା। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯାଇଥିଲୁ।

ବିଜେପି 20 ଜଣ ବିଧାୟକ ଦିଲ୍ଲୀ ଯାଇ ବିରୋଧୀ ଦଳ ନେତାଙ୍କୁ ସାକ୍ଷାତ କରିଥିଲୁ। ସ୍ୱାସ୍ଥ୍ୟବସ୍ଥାରେ ପରିବର୍ତ୍ତନ ଆସିଛି। ଘରୋଇ ଭାବରେ ଚିକିତ୍ସିତ ହେଉଛନ୍ତି।

ଦିଲ୍ଲୀ ଗସ୍ତ ପରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ରଖିଲେ ପ୍ରତିକ୍ରିୟା

ବିରୋଧି ଦଳ ନେତାଙ୍କ ସମେତ ରାଜ୍ୟର ତିନି କେନ୍ଦ୍ରମନ୍ତ୍ରୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲୁ। ନେତୃତ୍ୱ ପରିବର୍ତ୍ତନ ନେଇ କୌଣସି ଆଲୋଚନା ହୋଇନାହିଁ। ରାଜ୍ୟ ନେତୃତ୍ୱଙ୍କୁ ରାଷ୍ଟ୍ରୀୟ ସଭାପତି ଡାକିଥିଲେ। ବିଧାୟକ ଦଳ ଦଳୀୟ ପଦବୀରେ ନାହାନ୍ତି ତେଣୁ ଆମେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ସାକ୍ଷାତ କରି ନାହୁଁ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.