ETV Bharat / city

ମୁଖ୍ୟମନ୍ତ୍ରୀ ସ୍ମାର୍ଟ କାର୍ଡ ନୁହେଁ, ନିର୍ବାଚନୀ ପୁସିଂ କାର୍ଡ ବାଣ୍ଟୁଛନ୍ତି

author img

By

Published : Dec 14, 2021, 6:51 AM IST

ମୁଖ୍ୟମନ୍ତ୍ରୀ ଯେଉଁ ସ୍ମାର୍ଟ କାର୍ଡ ବାଣ୍ଟୁଛନ୍ତି ତାହା ନିର୍ବାଚନରେ ପୁସିଂ କାର୍ଡ ବୋଲି କହିଲେ ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର । ଅଧିକ ପଢନ୍ତୁ

BJP leader golak Mahapatra reaction on smart health card
ମୁଖମନ୍ତ୍ରୀ ଯେଉଁ ସ୍ମାର୍ଟ କାର୍ଡ ନୁହେଁ ବାଣ୍ଟୁଛନ୍ତି ସେଇଟା ନିର୍ବାଚନୀ ପୁସିଂ କାର୍ଡ

ଭୁବନେଶ୍ବର: ମୁଖମନ୍ତ୍ରୀ ଯେଉଁ ସ୍ମାର୍ଟ କାର୍ଡ ବାଣ୍ଟୁଛନ୍ତି ସେଇଟା ନିର୍ବାଚନର ପୁସିଂ କାର୍ଡ ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର। ବିଜେଡି ସରକାର ଅପରାଧୀଙ୍କୁ ସୁରକ୍ଷା ଦେଉଛି ବୋଲି ଟାର୍ଗେଟ କରିଛି ବିଜେପି ।

ଆଗାମୀ ପଞ୍ଚାୟତ ନିର୍ବାଚନରେ ମୁଦା ରଖିବ ବିଜେପି । ମମିତା ମେହେର ଘଟଣାକୁ ନେଇ ଲୋକମାନଙ୍କ ପାଖରେ ପହଞ୍ଚିବ ବିଜେପି । ବିଜେଡି ସରକାର କେମିତି ଅପରାଧୀଙ୍କୁ ସୁରକ୍ଷା ଦେଉଛି, ଅପରାଧୀଙ୍କ ସହିତ ମିଶିଛି ଏ ସରକାର। ଏ ମୁଖାକୁ ଆମେ ଖୋଲିବୁ ଗାଁ ଗାଁ ବୁଲି ଲୋକମାନଙ୍କୁ ଏ ବିଷୟରେ ଅବଗତ କରାଇବୁ। ଅପରାଧୀଙ୍କ କବଳରେ ବିଜୁ ଜନତା ଦଳ । ମୁଖମନ୍ତ୍ରୀ ଯେଉଁ ସ୍ମାର୍ଟ କାର୍ଡ ବାଣ୍ଟୁଛନ୍ତି ସେଇଟା ନିର୍ବାଚନରେ ପୁସିଂ କାର୍ଡ। କେହି ବେନିଫିଟ୍ ପାଉନାହାନ୍ତି। ରାଜ୍ଯରେ ଯେଉଁ ଭଳି ଅପହରଣ, ହତ୍ୟା ହେଉଛି ଏହି ସବୁ ପ୍ରସଙ୍ଗ ନେଇ ବିଜେପି ଲୋକମାନଙ୍କ ପାଖକୁ ଯିବ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.