ETV Bharat / city

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ପୁରା ପ୍ରସ୍ତୁତ: ମୋହନ ମାଝୀ

author img

By

Published : May 4, 2022, 7:22 AM IST

ବ୍ରଜରାଜ ନଗର ଉପ-ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ ଅଛି । ଯଥା ସମୟରେ ନିର୍ବାଚନ ଘୋଷଣା ହୋଇଛି ଦଳ ପୁରା ପ୍ରସ୍ତୁତ ଅଛି । ଏହା କହିଛନ୍ତି ବିଧାୟକ ମୋହନ ମାଝୀ । ଅଧିକ ପଢନ୍ତୁ

ବ୍ରଜରାଜନଗର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜେପି ପୁରା ପ୍ରସ୍ତୁତ

ଭୁବନେଶ୍ବର: ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ ଅଛି । ଯଥା ସମୟରେ ନିର୍ବାଚନ ଘୋଷଣା ହୋଇଛି ଦଳ ପୁରା ପ୍ରସ୍ତୁତ ଅଛି ବୋଲି କହିଛନ୍ତି ବିଧାୟକ ମୋହନ ମାଝୀ । ଆସନ୍ତା 31 ତାରିଖରେ ମତଦାନ ଏବଂ ଜୁନ 3ରେ ଭୋଟ ଗଣତି ହେବ ବୋଲି ସ୍ଥିର ହୋଇଛି ।

ସେପଟେ ବିଜେପି କହିଛି, ‘ଆମେ ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛୁ । ଯଥା ସମୟରେ ନିର୍ବାଚନ ଘୋଷଣା ହୋଇଛି ଆମର ଦଳ ପୁରା ପ୍ରସ୍ତୁତ ଅଛି । ନିର୍ବାଚନ ଭଲ ଭାବରେ ଲଢିବାକୁ ହେବ । ଆମେ ଏଥର ବିଜୟ ନିଶ୍ଚିତ ଭାବରେ ହେବୁ ଦଳ ନିଷ୍ପତ୍ତି ନେବେ କାହାକୁ ଟିକେଟ ଦିଆଯିବ ଏହା ସହିତ କିଭଳି ଭାବେ ନିର୍ବାଚନ ପରିଚାଳନା ହେବ ସେକଥା ପାର୍ଟି ନିଷ୍ପତ୍ତି ନେବ, ରାଜ୍ୟ ସଭାପତି ସବୁ ଦାୟିତ୍ଵ ନେବେ ବୋଲି ମୋହନ କହିଛନ୍ତି ।’

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.