ETV Bharat / city

‘ରାଷ୍ଟ୍ର ନିର୍ମାଣ ବିଜେପିର ମୁଖ୍ୟ ଲକ୍ଷ୍ୟ’ - ରାଷ୍ଟ୍ର ନିର୍ମାଣ

ବିଜେପି ସଂଗଠନ ପର୍ବରେ ବୁଦ୍ଧିଜୀବୀମାନଙ୍କୁ ସମ୍ବୋଧିତ କଲେ ଶିବରାଜ ସିଂହ ଚୌହାନ । ସରକାର ବନେଇବା ନୁହେଁ ରାଷ୍ଟ୍ର ନିର୍ମାଣ ବିଜେପିର ଲକ୍ଷ୍ୟ ବୋଲି କହିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 11, 2019, 5:35 AM IST

ଭୁବନେଶ୍ବର: ସଦସ୍ୟତା ସଂଗ୍ରହ ଅଭିଯାନ ଅବସରରେ ବୁଦ୍ଧିଜୀବୀମାନଙ୍କୁ ସମ୍ବୋଧିତ କରିଛନ୍ତି ଶିବରାଜ ସିଂହ ଚୌହାନ । ଦଳରେ ଶତାଧିକ ବୁଦ୍ଧିଜୀବୀଙ୍କୁ ସାମିଲ ମଧ୍ୟ କରିଛନ୍ତି ଚୌହାନ । ଏହି କାର୍ଯ୍ୟକ୍ରମରେ ରାଜ୍ୟରେ ଜନ ସଂଘ ସମୟରେ ଦଳର ସଙ୍ଗଠନକୁ ମଜଭୁତ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ 12ଜଣ ବରିଷ୍ଠ ନେତାଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଶନିବାର ଭୁବନେଶ୍ବରେ ବିଜେପି ରାଷ୍ଟ୍ରୀୟ ସଦସ୍ୟତା ସଂଗ୍ରହ ଅଭିଯାନର ଆବାହକ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ଶିବରାଜ ସିଂ ଚୌହାନ ବୁଦ୍ଧିଜୀବୀମାନଙ୍କୁ ସମ୍ବୋଧନ କରିବା ଅବସରରେ ବିଜେପିର ଲକ୍ଷ୍ୟ ରାଷ୍ଟ୍ର ନିର୍ମାଣ କରିବା ବୋଲି କହିଥିଲେ । ସାରା ରାଜ୍ୟରେ ବିଜେପି ସଦସ୍ୟତା ସଂଗ୍ରହ ଆରମ୍ଭ ହୋଇଛି । ଏହି ଅଭିଯାନରେ ଶତାଧିକ ବୁଦ୍ଧିଜୀବୀଙ୍କୁ ସାମିଲ କରାଯାଇଛି ।

ବିଜେପି ରାଷ୍ଟ୍ରର ହିତ ଚାହେଁ । ସେଥିପାଇଁ କାଶ୍ମୀରରେ ଧାରା 370କୁ ଉଚ୍ଛେଦ କରି ଭାରତୀୟ ଏକତାର ପ୍ରମାଣ ଦେଲା । ଯାହା କାଶ୍ମୀରବାସୀଙ୍କୁ ସ୍ଵାଧୀନତା ଦେଇଛି । ଚୌହାନ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ କଟାକ୍ଷ କରିଥିଲେ । ଦେଶରେ କଂଗ୍ରେସ ସମୟର କଥା କହିବାକୁ ମଧ୍ୟ ସେ ଭୁଲି ନଥିଲେ ।

ତେବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସୂଚନା ଅନୁସାରେ ବିଜେପି ରାଜ୍ୟରେ ଗତ ବର୍ଷ 34ଲକ୍ଷ ସଦସ୍ୟ ସଂଗ୍ରହ କରିଥିଲା । ଏ ବର୍ଷ 50 ଲକ୍ଷ ସଦସ୍ୟ ସଂଗ୍ରହ କରାଯିବ । ସମୟ ସୀମାକୁ ଅଗଷ୍ଟ 20ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ସଦସ୍ୟତା ସଂଗ୍ରହ ବିଜେପିର ମୁଖ୍ୟ ଧର୍ମ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ସଂଗଠନ ପର୍ବରେ ବୁଦ୍ଧିଜୀବୀମାନଙ୍କୁ ସମ୍ବୋଧିତ କଲେ ଶିବରାଜ ସିଂହ ଚୌହାନ।ସରକାର ବନେଇବା ନୁହେଁ ରାଷ୍ଟ୍ର ନିର୍ମାଣ ବିଜେପିର ଲକ୍ଷ।

Body:ସଦସ୍ୟତା ସଂଗ୍ରହ ଅଭିଯାନ ଅବସରରେ ବୁଦ୍ଧିଜୀବିମାନଙ୍କୁ ସମ୍ବୋଧିତ କଲେ ଶିବରାଜ ସିଂହ ଚୌହାଣ।ଦଳରେ ଶତାଧିକ ବୁଦ୍ଧିଜୀବୀଙ୍କ ଦଳରେ ସାମିଲ କଲେ ଚୌହାଣ।ରାଜ୍ୟରେ ଜନସଂଘ ସମୟରେ ଦଳର ସଙ୍ଗଠନକୁ ମଜବୁତ କରିବାରେ ଉଲେଖନୀୟ ଅବଦାନ ପାଇଁ ୧୨ ଜଣ ବରିଷ୍ଠ ନେତାଙ୍କ ସମ୍ବର୍ଦ୍ଧନା।ଶନିବାର ଭୁବନେଶ୍ବରେ ବିଜେପି ରାଷ୍ଟ୍ରୀୟ ସଦସ୍ୟତା ପ୍ରମୁଖ ଓ ବିଜେପି ରାଷ୍ଟ୍ରୀୟ ଉପସଭାପତି ଶିବରାଜ ସିଂ ଚୌହାଣ ବୁଦ୍ଧିଜୀବୀ ମାନଙ୍କୁ ସମ୍ବୋଧନ କରିବା ଅବସରରେ ବିଜେପିର ଲକ୍ଷ ରାଷ୍ଟ୍ର ନିର୍ମାଣ କରିବାରେ।ସାରା ରାଜ୍ୟରେ ବିଜେପି ସଦସ୍ୟତା ସଂଗ୍ରହ ଆରମ୍ଭ ହୋଇଛି।ଏହି ଅଭିଯାନରେ ଶତାଧିକ ବୁଦ୍ଧିଜୀବୀଙ୍କୁ ସାମିଲ କରାଯାଇଛି।ବିଜେପି ରାଷ୍ଟ୍ରର ହିତ ଚାହେଁ ସେଥିପାଇଁ କାଶ୍ମୀରରେ ୩୭୦ ଧାରାକୁ ଉଛେଦ କରି ଭାରତୀୟ ଏକତାର ପ୍ରମାଣ ଦେଲା ଯାହା କାଶ୍ମୀରବାସୀଙ୍କୁ ସ୍ଵାଧୀନତା ଦେଇଛି।ଚୌହାଣ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ କଟାକ୍ଷ କରିଥିଲେ।ଦେଶରେ କଂଗ୍ରେସ ସମୟର କଥା କହିବାକୁ ଭୁଲିନଥିଲେ।

କେନ୍ଦ୍ରମନ୍ତ୍ରୀ ପ୍ରତାପ ସଡଙ୍ଗୀଙ୍କ ସୂଚନା ଅନୁସାରେ ବିଜେପି ରାଜ୍ୟରେ ଗତ ବର୍ଷ ୩୪ ଲକ୍ଷ ସଦସ୍ୟ ସଂଗ୍ରହ କରିଥିଲା।ଏ ବର୍ଷ ୫୦ ଲକ୍ଷ ସଦସ୍ୟ ସଂଗ୍ରହ କରାଯିବ।ସମୟ ସୀମାକୁ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇଦିଆଯାଇଛି।ସଦସ୍ୟତା ସଂଗ୍ରହ ବିଜେପିର ମୁଖ୍ୟ ଧର୍ମ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.