ଭୁବନେଶ୍ବର: ଘୋଷଣା ହୋଇଛି ବିଜେପି ଜିଲ୍ଲା ସଭାପତି ନିର୍ବାଚନ ଫଳାଫଳ । ନିର୍ବାଚନ ସହ ନିର୍ବାଚନ ଅଧିକାରୀ ଓ ମୁଖ୍ୟପାତ୍ର ସୁଦୀପ୍ତ ରାୟ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛନ୍ତି । ଗତ 15 ଓ 16 ଦୁଇ ଧରି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତେବେ ମୋଟ 36ଟି ସାଙ୍ଗଠନିକ ଜିଲ୍ଲାରୁ 34ଟି ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରାଯାଇଛି । ଭୁବନେଶ୍ବର ଓ କଳାହାଣ୍ଡି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା ହୋଇନି ।
ନଜର ପକାନ୍ତୁ କେଉଁ ଜିଲ୍ଲାର କିଏ ହେଲେ ସଭାପତି:
ଅନୁଗୁଳ- ଦିଲେଶ୍ବର ପ୍ରଧାନ
ଢେଙ୍କାନାଳ- ନରେଶ ମହାପାତ୍ର
କଟକ ନଗର- ଲଲାତେନ୍ଦୁ ବଡୁ
କଟକ ସଦର- ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା
ଜଗତସିଂହପୁର- ସତ୍ୟବତ୍ର ମହାପାତ୍ର
କେନ୍ଦ୍ରାପଡା- କିଶୋର ପଣ୍ଡା
ଯାଜପୁର-ଗୌତମ ରାୟ
ଭଦ୍ରକ- ହେମନ୍ତ ପାଢୀ
ବାଲେଶ୍ବର- ଉମାକାନ୍ତ ମହାପାତ୍ର
ବାରିପଦା- ପୂର୍ବତନ ବିଧାୟକ କାନ୍ଦରା ସୋରେନ
ରାଇରଙ୍ଗପୁର- ବିଧାୟକ ନବଚରଣ ମାଝୀ
କେନ୍ଦୁଝର- ଅଶୁଂମାନ ସବୁଜ ମହନ୍ତ ବର୍ମା
ସୁନ୍ଦରଗଡ(ବଣାଇ)- ଅନୀଲ ବାର୍ଲା
ସୁନ୍ଦରଗଡ (ପାନପୋଷ)- ଲତିକା ପଟ୍ଟନାୟକ
ସୁନ୍ଦରଗଡ- ବିଧାୟକ ଭବାନୀ ଭୋଇ
ଝାରସୁଗୁଡା- ମଙ୍ଗଳ ସାହୁ
ଦେବଗଡ- ମୀନ କେତନ ପ୍ରଧାନ
ସମ୍ବଲପୁର- ଗିରିଶ ପଟେଲ
ବରଗଡ- ଅଶ୍ବନୀ ଷଡଙ୍ଗୀ
ବୌଦ୍ଧ- ବିପ୍ର ଚରଣ ମହାନ୍ତି
ସୁବର୍ଣ୍ଣପୁର- ପ୍ରମୋଦ ମହାପାତ୍ର
ବଲାଙ୍ଗୀର- ଶିବାଜୀ ମହାନ୍ତି
ନୂଆପଡା- ସୁବ୍ରତ ଠାକୁର
କନ୍ଧମାଳ- ଜଗନ୍ନାଥ ସାହୁ
ନବରଙ୍ଗପୁର- ଜଗଦୀଶ ବିଶୋଇ
କୋରାପୁଟ- ସୁମନ୍ତ ପ୍ରଧାନ
ମାଲକାନଗିରି- ବିଧାୟକ ଆଦିତ୍ୟ ମାଢୀ
ରାୟଗଡା- ଶିବ ପଟ୍ଟନାୟକ
ଗଜପତି- ବିଧାୟକ କେ. ନାରାୟଣ ରାଓ
ଗଞ୍ଜାମ-ବିଭୂତି ଜେନା
ଗୁମୁସର- ଗୋକୁଳାନନ୍ଦ ମଲ୍ଲିକ
ନୟାଗଡ-ଲାଲା ମନୋଜ ରାୟ
ଖୋର୍ଦ୍ଧା- ରଶ୍ମି ରଂଜନ ମହାପାତ୍ର
ପୁରୀ- ଆଶ୍ରିତ ପଟ୍ଟନାୟକ
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ତପନ ଦାସ, ଇଟିଭି ଭାରତ