ETV Bharat / city

ସୁବାସ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା କେସ ପ୍ରତ୍ୟାହାର ହେଉ: ପୃଥ୍ବୀରାଜ

ପୃଥ୍ବୀରାଜ ଅଭିଯୋଗ କରିଛନ୍ତି, ଯଦି ବିରୋଧୀ ଦଳର ବିଧାୟକ ମାନେ କିଛି ନିର୍ଦ୍ଦେଶ ଦେଉଛନ୍ତି ତାକୁ ପାଣିର ଗାର ବୋଲି ଭାବୁଛନ୍ତି ଅଫିସର ମାନେ । ସାଧାରଣ ଲୋକମାନଙ୍କର ସମସ୍ୟାକୁ ନେଇ ସରକାରୀ ଅଫିସରଙ୍କୁ ତାଗିଦ କରିବା କୌଣସି ପ୍ରକାର ଭୁଲ ନାହିଁ । ଅଧିକ ପଢନ୍ତୁ

ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା କେସ ପ୍ରତ୍ୟାହାର କରନ୍ତୁ ସରକାର:  ପୃଥ୍ବୀରାଜ

author img

By

Published : May 2, 2022, 6:10 PM IST

ଭୁବନେଶ୍ବର: ଦେବଗଡ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ ପ୍ରସଙ୍ଗ । ସରକାରୀ ଅଧିକାର ମାନଙ୍କୁ ଯେଉଁ ଭଳି ଭାବେ ନିରପେକ୍ଷତାର ସହିତ ପ୍ରଶାସନକୁ ଚଳାଇବାରେ ଅବକାଶ ଦିଆଯାଉନାହିଁ । ପ୍ରଶାସନକୁ ରାଜନୀତି ଚାପ ଦିଆଯାଉଛି ଯେମିତି ବିଜେଡିର କୁଜି ନେତା ମାନଙ୍କ କଥା ଶୁଣ କିନ୍ତୁ ବିରୋଧୀ ଦଳ ନେତା ମାନଙ୍କୁ ହେୟଜ୍ଞାନ କର ଏଭଳି ଏକ ପାଠ ପଢାଯାଉଛି ବୋଲି ଅଭିଯୋଗ ଆଣି ବିଜେଡି ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା କେସ ପ୍ରତ୍ୟାହାର କରନ୍ତୁ ସରକାର: ପୃଥ୍ବୀରାଜ

ପୃଥ୍ବୀରାଜ ଅଭିଯୋଗ କରିଛନ୍ତି ଯଦି ବିରୋଧୀ ଦଳର ବିଧାୟକ ମାନେ କିଛି ନିର୍ଦ୍ଦେଶ ଦେଉଛନ୍ତି ତାକୁ ପାଣିର ଗାର ବୋଲି ଭାବୁଛନ୍ତି ଅଫିସର ମାନେ । ସାଧାରଣ ଲୋକମାନଙ୍କର ସମସ୍ୟାକୁ ନେଇ ସରକାରୀ ଅଫିସରଙ୍କୁ ତାଗିଦ କରିବା କୌଣସି ପ୍ରକାର ଭୁଲ ନାହିଁ ।

ରାଜ୍ୟ ସରକାର ସରକାରୀ ଅଧିକାରୀ ମାନଙ୍କୁ ନିରପେକ୍ଷତାର ଭାବେ କାର୍ଯ୍ୟ କରିବାକୁ ଦିଅନ୍ତୁ । ନିଜର ହାତବାରିସି ନ କରନ୍ତୁ । ନିର୍ବାଚନ ବେଳେ ତାଙ୍କୁ କାମରେ ଲଗାଇବେ । ବିଜେପି ବିଧାୟକଙ୍କୁ ଯେଉଁ ଗିରଫ କରିଛନ୍ତି ସେ କେସ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି ପୃଥ୍ବୀରାଜ ହରିଚନ୍ଦନ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.