ETV Bharat / city

ବିଜେପି କର୍ମୀଙ୍କୁ ଆକ୍ରମଣ ପ୍ରସଙ୍ଗ, ମୁଖ୍ୟ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ଦଳ

author img

By

Published : Apr 3, 2021, 3:15 PM IST

ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ । ପିପିଲିରେ ପ୍ରଚାର ସମୟରେ ବିଜେପି କର୍ମୀଙ୍କୁ ଆକ୍ରମଣ ପ୍ରସଙ୍ଗ । ବିଜେଡ଼ି ଆକ୍ରମଣ କରିଥିବା ନେଇ ଅଭିଯୋଗ ଆଣିଲା ବିଜେପି । ଅଧିକ ପଢନ୍ତୁ..

ବିଜେପି କର୍ମୀଙ୍କୁ ଆକ୍ରମଣ ପ୍ରସଙ୍ଗ, ମୁଖ୍ୟ ନିର୍ବାଚନ କମିଶନଙ୍କୁ ଦ୍ବାରସ୍ଥ ଦଳ

ଭୁବନେଶ୍ବର: ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ । ପିପିଲିରେ ପ୍ରଚାର ସମୟରେ ବିଜେପି କର୍ମୀଙ୍କୁ ଆକ୍ରମଣ ପ୍ରସଙ୍ଗ । ବିଜେଡ଼ି ଆକ୍ରମଣ କରିଥିବା ନେଇ ଅଭିଯୋଗ ଆଣିଲା ବିଜେପି ।

ପିପିଲି ନିର୍ବାଚନ ମଣ୍ଡଳୀରେ 113ଟି ଅତି ସମ୍ବେଦନଶୀଳ ଓ 126ଟି ସମ୍ବେଦନଶୀଳ ବୁଥ୍ ରହିଛି । ତେଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.