ETV Bharat / city

ଫନି ରାଜନୀତି: ଜୋର ଧରିଛି ବିଜୟ-ସୂର୍ଯ୍ୟ ଲଢେଇ

ବାତ୍ୟାର 7 ଦିନ ପରେ ବି ରାଜ୍ୟର ଅନେକ ସ୍ଥାନ ଅନ୍ଧାରରେ । ପାନୀୟ ଜଳ, ବିଦ୍ୟୁତ ଯୋଗାଣ ସବୁକିଛି ଠପ ହୋଇଯାଇଛି । ଆଉ ଏଥିପାଇଁ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

author img

By

Published : May 9, 2019, 11:54 PM IST

Updated : May 10, 2019, 5:08 AM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ୱର: ବାତ୍ୟା ଫନି ଆସି ଚାଲିଯାଇଛି, ହେଲେ ଫନି ରାଜନୀତି ଜୋର ଧରିଛି । ବାତ୍ୟା ପରେ ରାଜ୍ୟରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିକୁ ନେଇ ହନ୍ତସନ୍ତ ବାତ୍ୟା ବିପନ୍ନ । ଅଚଳ ହୋଇଛି ସବୁ ବ୍ୟବସ୍ଥା । ବାତ୍ୟାର 7 ଦିନ ପେର ବି ରାଜ୍ୟର ଅନେକ ସ୍ଥାନ ଅନ୍ଧାରରେ । ପାନୀୟ ଜଳ, ବିଦ୍ୟୁତ ଯୋଗାଣ ସବୁକିଛି ଠପ ହୋଇଯାଇଛି । ଆଉ ଏଥିପାଇଁ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ବ୍ୟବସାୟିକ ମନବୃତି ପାଇଁ କାମ ହୋଇପାରୁନି । ରାଜ୍ୟ ସରକାରଙ୍କ ଅପାରଗ ଓ ସ୍ଥାଣୁତା ପାଇଁ 7 ଦିନ ବିତିଥିଲେ ବି ସ୍ବାଭାବିକ ସ୍ଥିତି ଫେରୁନି । ରିଲିଫ ଥଇଥାନ ପୁନରୁଦ୍ଧାର କାର୍ଯ୍ୟ ବି ଠିକ ଭାବେ ହୋଇ ପାରୁ ନଥିବା କହିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ।

ଅନ୍ୟପଟେ, ବଦ୍ୟୁତ ବିଭାଗରେ କର୍ମଚାରୀଙ୍କ ଅଭାବ ଯୋଗୁଁ ବଦ୍ୟୁତ ସେବା ଯୋଗାଇବାରେ ବିଳମ୍ଭ ହେଉଥିବା ମାନିଛନ୍ତି ଖାଉଟି ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । କିନ୍ତୁ ରାଜ୍ୟର ଏଭଳି ବିପତ୍ତି ସମୟରେ ଜଣେ ଦାୟିତ୍ବବାନ ମୁଖ୍ୟମନ୍ତ୍ରୀ ହିସାହରେ ନବୀନ ଖୁବ କମ ସମୟରେ ସବୁ ବ୍ୟବସ୍ଥା କରିପାରି ଥିବାରୁ ଅନେକ ଜୀବନ ବଞ୍ଚି ଯାଇଛି ବୋଲି ସୂର୍ଯ୍ୟ କହିଛନ୍ତି ।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

The information and public relation department have announced the effect of cyclone fani on odisha . In this report Sanjay Singh, secretary of I & PR department has mentioned zero casuality of animals in odisha during cyclone. 

Conclusion:
Last Updated : May 10, 2019, 5:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.