ETV Bharat / city

Panchayat Polls: ଚୂଡାନ୍ତ ପର୍ଯ୍ୟାୟରେ ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀ ତାଲିକା - ଚୁଡାନ୍ତ ପର୍ଯ୍ୟାୟରେ ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀ ତାଲିକା

ଦିନ କେଇଟା ପରେ ପଞ୍ଚାୟତ ନିର୍ବାଚନ । ଏନେଇ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଚୂଡାନ୍ତ ପର୍ଯ୍ୟାୟରେ ଭାରତୀୟ ଜନତା ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ତାଲିକା । ଅଧିକ ପଢନ୍ତୁ

Odisha Panchayat Election: ଚୁଡାନ୍ତ ପର୍ଯ୍ୟାୟରେ ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀ ତାଲିକା

author img

By

Published : Jan 20, 2022, 5:03 PM IST

ଭୁବନେଶ୍ବର : ଦିନ କେଇଟା ପରେ ପଞ୍ଚାୟତ ନିର୍ବାଚନ । ଏନେଇ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଚୂଡାନ୍ତ ପର୍ଯ୍ୟାୟରେ ଭାରତୀୟ ଜନତା ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ତାଲିକା । ୮୯ ପ୍ରତିଶତ ପ୍ରାର୍ଥୀ ତାଲିକା ଗତକାଲି (ବୁଧବାର) ସୁଦ୍ଧା ପ୍ରକାଶିତ ହୋଇସାରିଛି । ଅବଶିଷ୍ଟ ପ୍ରାର୍ଥୀ ତାଲିକା ଆଜି (ଗୁରୁବାର) ସନ୍ଧ୍ୟା ସୁଦ୍ଧା ପ୍ରକାଶ ପାଇବବୋଲି ସୂଚନା ଦେଇଛନ୍ତି ସାଧାରଣ ସମ୍ପଦକ ଗୋଲକ ମହାପାତ୍ର।

Odisha Panchayat Election: ଚୁଡାନ୍ତ ପର୍ଯ୍ୟାୟରେ ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀ ତାଲିକା

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିସାରିଥିବା ବେଳେ ଏନେଇ ସମସ୍ତ ରାଜନୈତିକ ଦଳ ଗଡ ହାତେଇବା ପାଇଁ ସଜବାଜ ହେଉଛନ୍ତି । ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ତଦନୁସାରେ ଆସନ୍ତା ଫେବୃଆରୀ ୧୬ ତାରିଖ ଠାରୁ ୨୪ ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ଶାନ୍ତିଶୃଙ୍ଖଳାର ସହ ସମ୍ପାଦନ କରିବା ପାଇଁ କୁହାଯାଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.