ETV Bharat / city

ବିପୁଳ ଅର୍ଥ ବ୍ୟୟ କରି ବିଜେଡି ଜିତିଲା: ଜୟଦେବ ଜେନା

author img

By

Published : Jun 3, 2022, 10:41 PM IST

ବ୍ରଜରାଜନଗରରେ ବିଜେଡିର ବାଜିମାତକୁ କଂଗ୍ରେସ ସହଜରେ ଗ୍ରହଣ କରିପାରିନି । କଂଗ୍ରେସ ନେତା ଜୟଦେବ ଜେନା ଶାସକ ଦଳ ବିପୁଳ ଅର୍ଥ ଖର୍ଚ୍ଚ କରି ଜିତିଛି ବୋଲି ଅଭିଯୋଗ ଆଣିଛନ୍ତି । ଅଧିକ ପଢନ୍ତୁ

ବିପୁଳ ଅର୍ଥ ବ୍ୟୟ କରି ବିଜେଡି ଜିତିଲା: ଜୟଦେବ ଜେନା
ବିପୁଳ ଅର୍ଥ ବ୍ୟୟ କରି ବିଜେଡି ଜିତିଲା: ଜୟଦେବ ଜେନା

ଭୁବନେଶ୍ବର: ବ୍ରଜରାଜନଗରରେ ବିଜେଡିର ବାଜିମାତ ପରେ ଶାସକ ବିଜେଡି ପୁଣି ନିଜର ସଫଳତାକୁ ପ୍ରତିପାଦିତ କରିଛି । ବ୍ରଜରାଜନଗରରେ ତ୍ରିମୁଖୀ ଲଢେଇ ହୋଇଥିଲା । କଂଗ୍ରେସ ଦ୍ବିତୀୟ ସ୍ଥାନକୁ ଆସିବା ନିଶ୍ଚିତ ଭାବେ କଂଗ୍ରେସ ପାଇଁ ଏକ ଶୁଭ ସୂଚନା । ହେଲ ବିଜେପି ସେଠାରେ ହାରିଛି ।

ତେବେ କଂଗ୍ରେସ ଏହାକୁ ସହଜରେ ଗ୍ରହଣ କରିପାରିନି । କଂଗ୍ରେସ ନେତା ଜୟଦେବ ଜେନା ଶାସକ ଦଳ ବିପୁଳ ଅର୍ଥ ଖର୍ଚ୍ଚ କରି ଜିତିଛି ବୋଲି ଅଭିଯୋଗ ଆଣିଛନ୍ତି । ବ୍ରଜରାଜନଗରରେ କଂଗ୍ରେସ ପକ୍ଷରୁ ଖୁବ ଭଲ ପ୍ରଚାର କରାଯାଇଥିଲା । ଲୋକମାନେ ସ୍ବତଃ ଭାବରେ କଂଗ୍ରେସ ପ୍ରତି ସମର୍ଥନ ଜଣାଇଥିଲେ, ହେଲେ ବିଜେଡି ଟଙ୍କା ବାଣ୍ଟି କ୍ଷମତା ଅକ୍ତିଆର କରିଛି ବୋଲି ଅଭିଯୋଗ କରିଛନ୍ତି ଜୟଦେବ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.