ETV Bharat / city

‘ବଡ ବ୍ୟବଧାନରେ BJD ପିପିଲି ଉପ-ନିର୍ବାଚନ ଜିତିବ’

ପିପିଲି ଉପ-ନିର୍ବାଚନ ନେଇ ବିଜେଡିର ଦମ୍ଭୋକ୍ତି । ଦଳୀୟ ପ୍ରାର୍ଥୀ ସମସ୍ତ ରେକର୍ଡକୁ ପଛରେ ପକାଇ ବିପୁଳ ଭୋଟରେ ବିଜୟୀ ହେବେ ବୋଲି କହିଛନ୍ତି ସାଂସଦ ସୁବାସ ସିଂ । ଅଧିକ ପଢନ୍ତୁ...

author img

By

Published : Sep 23, 2021, 10:17 PM IST

ବିଜେଡି
ବିଜେଡି

ଭୁବନେଶ୍ବର: ପିପିଲି ଉପ-ନିର୍ବାଚନ ନେଇ ବିଜେଡିର ଦମ୍ଭୋକ୍ତି । ଦଳୀୟ ପ୍ରାର୍ଥୀ ସମସ୍ତ ରେକର୍ଡକୁ ପଛରେ ପକାଇ ବିପୁଳ ଭୋଟରେ ବିଜୟୀ ହେବେ ବୋଲି କହିଛନ୍ତି ସାଂସଦ ସୁବାସ ସିଂ ।

ବଡ ବ୍ୟବଧାନରେ ବିଜେଡି ପିପିଲି ଉପ-ନିର୍ବାଚନ ଜିତିବ: ବିଜେଡି

ଗୁରୁବାର ଗଣମାଧ୍ୟମକୁ ସୂଚନା ସୁବାସ କହିଛନ୍ତି, ପିପିଲିରେ 3 ପ୍ରମୁଖ ରାଜନୈତିକ ଦଳ ନିର୍ବାଚନ ଲଢୁଛନ୍ତି । ସମସ୍ତ ରାଜନୈତିକ ଦଳ ନିଜ ନିଜ ରଣନୀତି ନେଇ ନିର୍ବାଚନ ଲଢୁଛନ୍ତି । ତେବେ ପିପିଲି ହେଉଛି ବିଜେଡିର ଗଡ । ସେଠି ଦଳ ସମସ୍ତ ପୂର୍ବ ରେକର୍ଡକୁ ପଛରେ ପକାଇ ବିପଳୁ ଭୋଟରେ ବିଜୟୀ ହେବ ବୋଲି ସୁବାସ କହିଛନ୍ତି ।

ସେହିପରି ସୁବାସ କହିଛନ୍ତି ଗତ ୨୦ ତାରିଖରୁ ଦଳ ପ୍ରଚାର ଯୋରଦାର କରିଛି । ଦଳ କିଭଳି ଅଧିକରୁ ଅଧିକ ଭୋଟ ବ୍ୟବଧାନରେ ଜିତିବ, ସେନେଇ କାମ କରୁଛି ବୋଲି ସୁବାସ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.