ETV Bharat / city

ଲକଡ଼ାଉନ ନିଷ୍ପତ୍ତିକୁ ସ୍ୱାଗତ କଲେ ଅମର

author img

By

Published : May 2, 2021, 4:20 PM IST

ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମେ 5ରୁ 19 ଯାଏଁ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ବିଜେଡ଼ିର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଅଧିକ ପଢନ୍ତୁ...

ଲକଡ଼ାଉନ ନିଷ୍ପତ୍ତିକୁ ସ୍ୱାଗତ କଲେ ଅମର
ଲକଡ଼ାଉନ ନିଷ୍ପତ୍ତିକୁ ସ୍ୱାଗତ କଲେ ଅମର

ଭୁବନେଶ୍ବର: ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମେ 5ରୁ 19 ଯାଏଁ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ବିଜେଡ଼ିର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ।

ଲକଡ଼ାଉନ ନିଷ୍ପତ୍ତିକୁ ସ୍ୱାଗତ କଲେ ଅମର

ରାଜ୍ୟରେ ହୁ ହୁ ହୋଇ ସଂକ୍ରମଣ ବଢ଼ୁଥିଲା । ରାଜ୍ୟ ସରକାର ଠିକ ସମୟରେ ଠିକ ନିଷ୍ପତ୍ତି ନେଇଛନ୍ତି । ସଂକ୍ରମଣରେ ବ୍ରେକ ଲଗାଇବା ଲାଗି ରାଜ୍ୟରେ ଲକଡାଉନର ଆବଶ୍ୟକତା ଥିଲା । ସରକାର ସବୁ ଦିଗକୁ ଦେଖି ବୁଝିବିଚାରି ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟରେ 14 ଦିନିଆ ଲକଡ଼ାଉନ ଆବଶ୍ୟକ ଥିଲା । ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଏହାସହ କୋଭିଡ କଟକଣା ମାନିବାକୁ ଅନୁରୋଧ କରିଛନ୍ତି ଅମର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.