ETV Bharat / city

ଭାତ ଡାଲମା ଆମ ପରମ୍ପରା, ସରକାରୀ ନିୟମ ମାନି କ୍ଵାରେଣ୍ଟାଇନରେ ରୁହ: ମୁନ୍ନା ଖାଁ - ପ୍ରବାସୀ ଓଡିଆ

ପ୍ରବାସୀଙ୍କ ଫେରିବା ପ୍ରକିୟା ଓ କ୍ଵାରେଣ୍ଟାଇନ ଖାଦ୍ୟର ମାନକୁ ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ । କହିଲେ,ଭାତ ଡାଲମା ଆମ ପରମ୍ପରା । ଅଧିକ ପଢନ୍ତୁ....

bjd mp munna khan reaction on migrant labour and quarantine center food
ଭାତ ଡାଲମା ଆମ ପରମ୍ପରା ,ସରକାରୀ ନିୟମ ମାନି କ୍ଵାରେଣ୍ଟାଇନରେ ରୁହ :ମୁନ୍ନା ଖାନ୍
author img

By

Published : May 11, 2020, 7:00 PM IST

ଭୁବନେଶ୍ବର: ପ୍ରବାସୀଙ୍କ ଫେରିବା ପ୍ରକିୟା ଓ କ୍ଵାରେଣ୍ଟାଇନ ସେଣ୍ଟରରେ ଦିଆଯାଉଥିବା ଖାଦ୍ୟର ମାନକୁ ନେଇ ବିରୋଧୀ ପ୍ରଶ୍ନ ଉଠାଉଥିବା ବେଳେ ଏହାର ଜବାବ ରଖିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁ । ସେ କହିଛନ୍ତି, ଯେ ଏବେ ଆରୋପ ପ୍ରତ୍ୟାରୋପର ସମୟ ନୁହେଁ , ସମସ୍ତେ ସହଯୋଗ କରନ୍ତୁ । ଡାଲମା ଭାତ ଖାଇବା ଆମ ପରମ୍ପରା । ଯେଉଁମାନେ ଏହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ତାହା ଠିକ ନୁହେଁ ।

ଭାତ ଡାଲମା ଆମ ପରମ୍ପରା ,ସରକାରୀ ନିୟମ ମାନି କ୍ଵାରେଣ୍ଟାଇନରେ ରୁହ :ମୁନ୍ନା ଖାନ୍

ଅଲଗା ରାଜ୍ୟରେ ବହୁ ଅସୁବିଧାରେ ଥିଲେ ,ଏଠି ପ୍ରବାସୀ ବହୁ, ସୁବିଧାରେ ଅଛନ୍ତି । କିଛି ଜାଗାରେ ଏଭଳି ଘଟଣା ଘଟିଛି । ସେମାନଙ୍କୁ କ୍ବାରେଣ୍ଟାଇନ ସେଣ୍ଟରକୁ ଅଣାଯାଉଛି । ଗଞ୍ଜାମ ଜିଲ୍ଲାରେ ଯେଉଁମାନେ ପଳେଇ ଯାଇଥିଲେ ସେମାନେ କ୍ବାରେନଣ୍ଟାଇନ ସେଣ୍ଟରକୁ ଆସିଲେଣି । ସରକାରଙ୍କ ନିୟମ ମାନି ଚଳନ୍ତୁ । ସାରା ଭାରତ ବର୍ଷରେ ଭଲ ବନ୍ଦୋବସ୍ତ କରିଛନ୍ତି ଓଡିଶା ସରକାର ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.