ETV Bharat / city

ଆସନ୍ତାକାଲି ବସିବ ବିଜେଡି ବିଧାୟକ ଦଳ ବୈଠକ

ଆସନ୍ତାକାଲି ନବୀନ ବିଜେଡି ବିଧାୟକ ଦଳ ନେତା ବଛାଯିବେ । ଦଳୀୟ କାର୍ଯ୍ୟାଳୟରେ ବସିବ ବୈଠକ । ଏହାପୂର୍ବରୁ ନବୀନ ନିବାସରେ ବିଜୟୀ ପ୍ରାର୍ଥୀଙ୍କ ଭିଡ଼ ।

author img

By

Published : May 25, 2019, 9:30 PM IST

ଫଟୋ: ଟ୍ବିଟର

ଭୁବନେଶ୍ବର: ଆସନ୍ତାକାଲି ବସିବ ବିଜେଡି ବିଧାୟକ ଦଳ ବୈଠକ । ବୈଠକରେ ସଭାପତି ନବୀନ ପଟ୍ଟନାୟକଙ୍କୁ ବିଧାୟକ ଦଳର ନେତା ଭାବେ ବଛାଯିବ । ଏହାପୂର୍ବରୁ ବିଜୟୀ ପ୍ରାର୍ଥୀମାନେ ଆସି ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସ ଠାରେ ଭେଟିବାରେ ଲାଗିଛନ୍ତି ।

କାଲି ସକାଳେ ପ୍ରଥମେ ବିଜୟୀ ସାଂସଦମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବେ । ଏହାପରେ ଦଳୀୟ କାର୍ଯ୍ୟାଳୟ ଠାରେ ବସିବ ବିଧାୟକ ଦଳ ବୈଠକ । ସର୍ବସମ୍ମତ କ୍ରମେ ନବୀନଙ୍କୁ ନେତା ବୋଲି ସମସ୍ତେ ମାନିବେ । ଏହାପରେ ଅର୍ଥାତ 27ରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ରାଜ୍ୟପାଳଙ୍କ ନିକଟକୁ ଯାଇ ସରକାର ଗଠନ ଦାବି କରିବ ବିଜେଡି ।

ଭିିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

29 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସହ କ୍ୟାବିନେଟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ।
ସେପଟେ ଦିନ ତମାମ ଆଜି ନବୀନ ନିବାସ ଥିଲା ଚଳଚଞ୍ଚଳ । ବିଜୟୀ ବିଧାୟକ ଓ ସାଂସଦମାନେ ଯାଇ ନବୀନଙ୍କୁ ଦେଖାକରି ଅଭିନନ୍ଦନ ଜଣାଉଥିଲେ । ଏଥିସହ ନିଜର ଆନୁଗତ୍ୟ ଦେଖାଇଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:() ଆସନ୍ତାକାଲି ବସିବା ବିଜେଡି ବିଧାୟକ ଦଳ ବୈଠକ। ବୈଠକରେ ସଭାପତି ନବୀନ ପଟ୍ଟନାୟକ ଙ୍କୁ ବିଧାୟକ ଦଳର ନେତା ଭାବେ ବଛାଯିବ। କାଲି ସକାଳେ ବିଜୟୀ ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବେ। ଏହାପରେ ଦଳୀୟ କାର୍ଯ୍ୟାଳୟରେ ବସିବା ବିଧାୟକ ଦଳ ବୈଠକ। ସର୍ବସମ୍ମତ କ୍ରମେ ନବୀନଙ୍କୁ ନେତା ବୋଲି ସମସ୍ତେ ମାନିବେ। ଏହାପରେ ଅର୍ଥାତ 27ରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ରାଜଭବନ ଯାଇ ସରକାର ଗଠନ ପାଇଁ ଡକାଯାଉ ବୋଲି ଦଳ ଦାବି କରିବ। 29ରେ ଶପଥ ଗ୍ରହଣ ହେବ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।
ସେପଟେ ଦିନ ତମାମ ଆଜି ନବୀନ ନିବାସ ଥିଲା ଚାଲ ଚଞ୍ଚଲ। ବଜୟୀ ବିଧାୟକ ଓ ସାଂସଦ ଯାଇ ନବୀନଙ୍କୁ ଦେଖା କରି ଅଭିନନ୍ଦନ ଜଣାଉଥିଲେ। ଏଥିସହ ନିଜର ଆନୁଗତ୍ୟ ଦେଖାଇଥିଲେ।

Body:ବାଇଟ ଭୁପିନ୍ଦର ସିଂହ, ନର୍ଲା ବିଧାୟକ
ବାଇଟ ଟୁକୁନି ସାହୁ, ଟିଟିଲାଗଡ଼ ବିଧାୟିକା
ବାଇଟ ସମ୍ବିତ ରାଉତରାୟ, ପାରାଦ୍ୱୀପ ବିଧାୟକ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.