ETV Bharat / city

ଉପନିର୍ବାଚନ ତାରିଖ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କ ହାତରେ ପ୍ରାର୍ଥୀ ଚୟନ ନିଷ୍ପତ୍ତି କହିଲେ ପ୍ରଶାନ୍ତ

ଉପନିର୍ବାଚନ ତାରିଖ ଘୋଷଣା ପରେ ତତ୍ପର ତିନି ରାଜନୈତିକ ଦଳ । ସେପଟେ ତାରିଖ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି । ସେ କହିଛନ୍ତି ଯେ, ପ୍ରାର୍ଥୀ ଚୟନ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ । ବିଜେଡିର ଦୃଢୋକ୍ତି ତିର୍ତ୍ତୋଲ ଓ ବାଲେଶ୍ବର ସଦରରେ ଭଲ ରେଜଲ୍ଟ କରିବ ଦଳ । ଅଧିକ ପଢନ୍ତୁ...

ଉପନିର୍ବାଚନ ତାରିଖ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ

author img

By

Published : Sep 29, 2020, 5:59 PM IST

ଭୁବନେଶ୍ବର: ଉପନିର୍ବାଚନ ତାରିଖ ଘୋଷଣା ପରେ ତତ୍ପର ତିନି ରାଜନୈତିକ ଦଳ । ଆସନ୍ତା ୧୦ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ କଂଗ୍ରେସ । ୧୨ ସୁଦ୍ଧା ପ୍ରାର୍ଥୀପତ୍ର ହେବ ଦାଖଲ ।

ସେପଟେ ତାରିଖ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି । ସେ କହିଛନ୍ତି ଯେ, ପ୍ରାର୍ଥୀ ଚୟନ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ । ବିଜେଡିର ଦୃଢୋକ୍ତି ତିର୍ତ୍ତୋଲ ଓ ବାଲେଶ୍ବର ସଦରରେ ଭଲ ରେଜଲ୍ଟ କରିବ ଦଳ ।

ପ୍ରକାଶ ଥାଉ କି, ନଭେମ୍ବର 3ରେ ତିର୍ତ୍ତୋଲ ଓ ବାଲେଶ୍ବର ସଦର ଉପନିର୍ବାଚନ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା ହୋଇଛି । ନଭେମ୍ବର 10ରେ ଭୋଟ ଗଣତି କରାଯିବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.