ETV Bharat / city

କୋରୋନା କବଳରେ ବିଧାୟକ ବ୍ୟୋମକେଶ ରାୟ

ଚାନ୍ଦବାଲି ବିଧାୟକଙ୍କୁ କୋରୋନା । ବିଧାୟକ ବ୍ୟୋମକେଶ ରାୟ କୋରୋନା ପଜିଟିଭ ହୋଇଥିବା ଟ୍ବିଟ କରି ସୂଚନା ଦେଇଛନ୍ତି ।

author img

By

Published : Aug 31, 2020, 11:02 AM IST

କୋରୋନା କବଳରେ ବିଧାୟକ ବ୍ୟୋମକେଶ ରାୟ
କୋରୋନା କବଳରେ ବିଧାୟକ ବ୍ୟୋମକେଶ ରାୟ

ଭୁବନେଶ୍ବର: କୋରୋନା କବଳରେ ଶାସକ ଦଳର ଆଉ ଜଣେ ବିଧାୟକ । ରବିବାର ଶାସକ ଦଳର ଦେବୀ ପ୍ରସାଦ ମିଶ୍ର କୋରୋନା ପଜିଟିଭ ବାହାରିବା ପରେ ଆଜି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ବିଧାୟକ ଟ୍ବିଟ କରି ସୂଚନା ଦେଇଛନ୍ତି ।

କୋରୋନା କବଳରେ ବିଧାୟକ ବ୍ୟୋମକେଶ ରାୟ
କୋରୋନା କବଳରେ ବିଧାୟକ ବ୍ୟୋମକେଶ ରାୟ

ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ସୂଚନା ଦେବା ସହ ବନ୍ୟା ପ୍ରପୀଡତଙ୍କ ସେବା ନକରିବାରୁ ଦୁଃଖ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.