ETV Bharat / city

ସୋମବାର ବିଜେଡ଼ିର ସଭ୍ୟ ସଂଗ୍ରହ କମିଟି ବୈଠକ

ସଭ୍ୟ ସଂଗ୍ରହ କରିବ ବିଜେଡ଼ି । ସାଙ୍ଗଠନିକ ପକ୍ରିୟାକୁ ସୁଦୃଢ କରିବା ପାଇଁ ଆରମ୍ଭ କରିବ ଅଭିଯାନ । ସୋମବାର ବସିବ ସଭ୍ୟ ସଂଗ୍ରହ ପାଇଁ ଆରମ୍ଭ ହୋଇଥିବା 7 ଜଣିଆ କମିଟିର ବୈଠକ ।

author img

By

Published : Aug 25, 2019, 9:07 PM IST

ଫାଇଲ ଫଟୋ

ଭୁବନେଶ୍ବର: ବିଜେଡି ଆରମ୍ଭ କରିଛି ସାଂଗଠନିକ ପୁର୍ନଗଠନ ପ୍ରକ୍ରିୟା ଆରମ୍ଭ । ତୃଣମୂଳ ସ୍ତରରେ ଦଳକୁ ଅଧିକ ସୁଦୃଢ କରିବାକୁ ଆରମ୍ଭ ହେବ ସଭ୍ୟ ସଂଗ୍ରହ ଅଭିଯାନ। ଏହି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଏକ 7 ଜଣିଆ କମିଟି ଗଠନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୋମବାର ବସିବ ଏହି କମିଟିର ପ୍ରଥମ ବୈଠକ । ବୈଠକରେ ପ୍ରସ୍ତୁତ ହେବ ସାଂଗଠନିକ ରଣନୀତି । କିପରି ଲୋକଙ୍କ ନିକଟରେ ପହଞ୍ଚିବ ସେ ନେଇ ଦଳ ପ୍ରସ୍ତୁତ କରିବ ଖସଡ଼ା। ଏହି କମିଟିରେ ରହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ପ୍ରତାପ ଦେବ, ପ୍ରମିଳା ମଲିକ, ସଞ୍ଜୟ ଦାସବର୍ମା, ପ୍ରଦୀପ ପାଣିଗ୍ରାହୀ, ପ୍ରଣବ ପ୍ରକାଶ ଦାସ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବିଜେଡି ସାଂଗଠନିକ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ତୃଣମୂଳ ସ୍ତରରେ ଦଳକୁ ଅଧିକ ସୁଦୃଢ କରିବାକୁ ଆରମ୍ଭ ହେବ ସଭ୍ୟ ସଂଗ୍ରହ ଅଭିଯାନ। ଏହି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଏକ 7 ଜଣିଆ କମିଟି ଗଠନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆସନ୍ତାକାଲି ଏହି କମିଟିର ପ୍ରଥମ ବୈଠକ ବସିବ। ବୈଠକରେ ରଣନୀତି ପ୍ରସ୍ତୁତ ହେବ। କିପରି ଦଳ ଲୋକଙ୍କ ନିକଟରେ ପହଞ୍ଚିବ ସେ ନେଇ ଖସଡ଼ା ପ୍ରସ୍ତୁତ ହେବ। କମିଟିରେ ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ପ୍ରତାପ ଦେବ, ପ୍ରମିଳା ମାଲିକ, ସଞ୍ଜୟ ଦାସବର୍ମା, ପ୍ରଦୀପ ପାଣିଗ୍ରାହୀ, ପ୍ରଣବ ପ୍ରକାଶ ଦାସ ରହିଛନ୍ତି।

Body:ବାଇଟ ଦେବୀପ୍ରସାଦ ମିଶ୍ର, ବିଜେଡି ବିଧାୟକ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.