ETV Bharat / city

Panchayat Vote Counting: ଟ୍ରେଣ୍ଡରେ ଆଗୁଆ BJD - ପଞ୍ଚାୟତ ଭୋଟ ଗଣତି

ବିଜେଡି 248 ଆସନରେ ଟ୍ରେଣ୍ଡରେ ରହିଛି ସେହିଭଳି ବିଜେପି 30ଟି ଆସନରେ ଟ୍ରେଣ୍ଡରେ ରହିଛି । ଅଧିକ ପଢ଼ନ୍ତୁ

Panachayat Vote Counting: ଟ୍ରେଣ୍ଡରେ ଆଗୁଆ ବିଜେଡି

author img

By

Published : Feb 26, 2022, 12:38 PM IST

Updated : Feb 26, 2022, 12:51 PM IST

ଭୁବନେଶ୍ୱର: ଆରମ୍ଭ ହୋଇଛି ଭୋଇଛି ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା । ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପରିଷଦ ଆସନ ପାଇଁ ଟ୍ରେଣ୍ଡିଂରେ ଆଗୁଆ ରହିଛି ଶାସକ ଦଳ ବିଜେଡି । ବିଜେଡି 248 ଆସନରେ ଟ୍ରେଣ୍ଡରେ ରହିଛି ସେହିଭଳି ବିଜେପି 30ଟି ଆସନରେ ଟ୍ରେଣ୍ଡରେ ରହିଛି ।

ସେହଭଳି କଂଗ୍ରେସ 1୩ଟି ଆସନରେ ଟ୍ରେଣ୍ଡିଂରେ ରହିଥିବା ବେଳେ ଅନ୍ୟ 5ଟି ଆସନରେ ଟ୍ରେଣ୍ଡରେ ରହିଛି । ଆଜି ସକାଳ 8ଟା ବେଳୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଅଧିକାଂଶ ସ୍ଥାନରେ ପ୍ରଥମ ରାଉଣ୍ଡ ଗଣତି ଶେଷ ହୋଇଛି।

851ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୨୯୬ ସିଟରେ ଟ୍ରେଣ୍ଡିଂ ଅନୁସାରେ ବିଜେଡି ଆଗରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 26, 2022, 12:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.