ETV Bharat / city

ସୌମ୍ୟଙ୍କ ବିଷୋଦଗାରରେ ସ୍ୱର ମିଳାଇଲେ ସୁର

author img

By

Published : Aug 22, 2021, 10:48 PM IST

ଦଳ ଭିତରେ ବିଭିନ୍ନ ସମସ୍ୟାକୁ ନେଇ BJD ଦଳ ବିରୋଧରେ ବର୍ଷିଛନ୍ତି ସୌମ୍ୟ । ଆଉ ସୌମ୍ୟଙ୍କ କଥାକୁ ନେଇ ବିଜେଡି ସରକାରରେ ଯେଉଁଭଳି ଅମାଲାତନ୍ତ୍ର ଶାସନ ଚାଲିଛି ତାହା ବନ୍ଦ ହେବା ଦରକାର ବୋଲି କହିଛନ୍ତି ଜଟଣୀ ବିଧାୟକ । ଅଧିକ ପଢନ୍ତୁ...

ସୌମ୍ୟଙ୍କ ବିଷୋଦଗାର ନେଇ ସ୍ୱର ମିଳାଇଲେ ସୁର
ସୌମ୍ୟଙ୍କ ବିଷୋଦଗାର ନେଇ ସ୍ୱର ମିଳାଇଲେ ସୁର

ଭୁବନେଶ୍ବର: ସୌମ୍ୟଙ୍କ ବିଷୋଦଗାରର ପରେ ତାଙ୍କ ସହ ସ୍ବର ମିଳାଇଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ । ବରିଷ୍ଠ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବାରମ୍ବାର ସମ୍ପାଦକୀୟ ଲେଖା ମାଧ୍ୟମରେ ବିଜେଡି ମୁଖିଆଙ୍କ ପ୍ରତି ଶାଣିତ ଆକ୍ରମଣ ହିଁ ସ୍ପଷ୍ଟ ସଂକେତ ଦେଉଥିବା ନେଇ ସୂଚନା ମିଳିଛି । ତେବେ ସୌମ୍ୟ ନିଜ ସମ୍ପାଦକୀୟ ଲେଖା ମାଧ୍ୟମରେ ଲେଖିଥିବା ବିଜେଡିରେ ଅଲ ଇଜ ନଟ ୱେଲ, ନବୀନ ବଡ ଉଦାର ଲୋକ ହେଲେ ତାଙ୍କ ପ୍ରଶାସନ ବଡ ଉଗ୍ରକୁ ନେଇ ଚର୍ଚ୍ଚାରେ ସୌମ୍ୟ ।

ସୌମ୍ୟଙ୍କ ବିଷୋଦଗାର ନେଇ ସ୍ୱର ମିଳାଇଲେ ସୁର

ସେପଟେ ସୌମ୍ୟଙ୍କ ସହ ଏକମତ ହୋଇ ନିଜର ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସେ କହିଛନ୍ତି ସୌମ୍ୟ ବାବୁ ଧନ, ମାନ ଓ ଜ୍ଞାନର ଭଣ୍ଡାର ସେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ନିରାଟ ସତ୍ୟ ଗଣତନ୍ତ୍ରର ଲୋକପ୍ରତିନିଧି ହେଉଛନ୍ତି ପ୍ରକୃତ ସରକାର । ହେଲେ ବିଜେଡି ସରକାରରେ ଯେଉଁଭଳି ଅମଲାତନ୍ତ୍ର ଶାସନ କରାଯାଉଛି ତାହା କେବେ ଗ୍ରହଣୀୟ ନୁହେଁ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.