ETV Bharat / city

Panchayat Vote Counting: ଟ୍ରେଣ୍ଡରେ ଆଗେଇ ଚାଲିଛି BJD, ବହୁ ପଛରେ BJP

ସମସ୍ତ ରାଜନୈତିକ ଦଳକୁ ପଛରେ ପକାଇ ଆଗୁଆ ରହିଛି ବିଜେଡି। ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପରିଷଦ ଆସନ ପାଇଁ ଟ୍ରେଣ୍ଡିଂରେ ଆଗୁଆ ରହିଛି ଶାସକ ଦଳ ବିଜେଡି । ଅଧିକ ପଢ଼ନ୍ତୁ

Panchayat Vote Counting: ଟ୍ରେଣ୍ଡରେ ଆଗେଇ ଚାଲିଛି BJD

author img

By

Published : Feb 26, 2022, 1:22 PM IST

Updated : Feb 26, 2022, 1:56 PM IST

ଭୁବନେଶ୍ୱର: ଆରମ୍ଭ ହୋଇଛି ଭୋଇଛି ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା । ଏହି ପ୍ରକ୍ରିୟାରେ ସମସ୍ତ ରାଜନୈତିକ ଦଳକୁ ପଛରେ ପକାଇ ଆଗୁଆ ରହିଛି ବିଜେଡି। ଦିନ 1ଟା ସୁଦ୍ଧା ଜିଲ୍ଲା ପରିଷଦ ଆସନ ପାଇଁ ଟ୍ରେଣ୍ଡିଂରେ ଆଗୁଆ ରହିଛି ଶାସକ ଦଳ ବିଜେଡି । ବିଜେଡି 263 ଆସନରେ ଟ୍ରେଣ୍ଡରେ ରହିଛି ସେହିଭଳି ବିଜେପି ପୂର୍ବରୁ 30ଟି ଆସନରେ ଟ୍ରେଣ୍ଡରେ ରହିଥିବା ବେଳେ ବର୍ତ୍ତମାନ 29ଟି ଆସନରେ ଟ୍ରେଣ୍ଡରେ ରହିଛି ।

ସେହଭଳି କଂଗ୍ରେସ 17ଟି ଆସନରେ ଟ୍ରେଣ୍ଡିଂରେ ରହିଥିବା ବେଳେ ଅନ୍ୟ 6ଟି ଆସନରେ ଟ୍ରେଣ୍ଡରେ ରହିଛି । ଆଜି ସକାଳ 8ଟା ବେଳୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଅଧିକାଂଶ ସ୍ଥାନରେ ପ୍ରଥମ ରାଉଣ୍ଡ ଗଣତି ଶେଷ ହୋଇଛି । 851ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ 263 ସିଟରେ ଟ୍ରେଣ୍ଡିଂ ଅନୁସାରେ ବିଜେଡି ଆଗରେ ରହିଛି ।

ତେବେ ବର୍ତ୍ତମାନ ସୁଦ୍ଧା ୮୫୧ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୩୧୫ଟି ସିଟ ଟ୍ରେଣ୍ଡିଂ ଅନୁସାରେ ବିଜେଡି ୨୬୩ଟି ସିଟରେ ଆଗରେ ଥିବା ବେଳେ ବିଜେପି ୨୯, କଂଗ୍ରେସ ୧୭ ଏବଂ ଅନ୍ୟାନ୍ୟ ୬ଟି ଆସନରେ ଆଗରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 26, 2022, 1:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.