ETV Bharat / city

ଆଜି ଷଷ୍ଠୀ, ମଣ୍ଡପରେ ବିଲ୍ବବରଣି ପୂଜା ଅନୁଷ୍ଠିତ - ପୂଜା ମଣ୍ଡପରେ ବିଲ୍ଲୋବରଣୀ ପୂଜା

ଧରାବତରଣ କରିଛନ୍ତି ଦୂର୍ଗେ ଦୂର୍ଗତିନାଶିନୀ । ଏନେଇ ଚାରିଆଡେ ଉତ୍ସବର ମାହୋଲ । ଆଜି ଷଷ୍ଠୀ ପୂଜା ଅବସରରେ ବିଭିନ୍ନ ପୂଜା ମଣ୍ଡପରେ ବିଲ୍ବବରଣି ପୂଜା ଅନୁଷ୍ଠିତ ହୋଇଯାଇଛି ।

ଡିଜାଇନ ଫଟୋ
author img

By

Published : Oct 4, 2019, 7:59 PM IST

ଭୁବନେଶ୍ବର: ବିଲ୍ବୋବରଣି କରି ପୂଜାମଣ୍ଡପକୁ ଆସିଲେ ମା’ । ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ଉତ୍ସବ ମୁଖର ରହିଥିବାବେଳେ ସନ୍ଧ୍ୟାରେ ମାଙ୍କ ଦର୍ଶନ କରିବା ପାଇଁ ଭକ୍ତଙ୍କର ଜମିଛି ଭିଡ ।

ବିଲ୍ଲୋବରଣୀ ପୂଜା ଅନୁଷ୍ଠିତ

କେବଳ ଦୁର୍ଗା ମାଆ ନୁହେଁ ହର ପାର୍ବତୀ ମଧ୍ୟ ଆଜି ମଣ୍ଡପରେ ପୂଜା ପାଇଥାନ୍ତି । ହରପାର୍ବତୀଙ୍କ ସନ୍ଧ୍ୟା ସମୟରେ ବିଲ୍ବବରଣି ହୋଇ ଷଷ୍ଠୀ ପୂଜା ଆରମ୍ଭ ହୋଇଥାଏ । ଏହି ପୂଜା ପରେ ଶନିବାର ଠାରୁ ରୀତିନୀତି ଅନୁଯାୟୀ ପୂଜା ପାଠ କରାଯିବ ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

Intro:ରାଜଧାନୀରେ ପୂଜାମଣ୍ଡପରେ ବେଲବରଣ କାର୍ଯ୍ୟକ୍ରମ। ବେଲବରଣ କରି ମା ଙ୍କ ପାଖରେ ପୂଜା କରାଯିବ। ଆସନ୍ତା କାଲି ରୀତି ନୀତି ଅନୁଯାଇ ପୂଜା ପାଠ କରାଯିବ।

Body:
ରାଜଧାନୀରେ ପୂଜାମଣ୍ଡପରେ ବେଲବରଣ କାର୍ଯ୍ୟକ୍ରମ। ବେଲବରଣ କରି ମା ଙ୍କ ପାଖରେ ପୂଜା କରାଯିବ। ଆସନ୍ତା କାଲି ରୀତି ନୀତି ଅନୁଯାଇ ପୂଜା ପାଠ କରାଯିବ।

Byte_ ଅଶୋକ ମହାନ୍ତି, ସହିଦନଗର, ସମ୍ପାଦକ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.