ETV Bharat / city

ଭୁଶୁଡି ପଡିଲା ଭୁବନେଶ୍ବର ବିମାନବନ୍ଦର ଛାତ

ଭୁଷୁଡି ପଡିଲା ଭୁବନେଶ୍ବର ବିମାନବନ୍ଦର ଛାତ
ଭୁଷୁଡି ପଡିଲା ଭୁବନେଶ୍ବର ବିମାନବନ୍ଦର ଛାତଭୁଷୁଡି ପଡିଲା ଭୁବନେଶ୍ବର ବିମାନବନ୍ଦର ଛାତ
author img

By

Published : Jan 25, 2020, 12:39 AM IST

Updated : Jan 25, 2020, 3:11 AM IST

00:29 January 25

ଭୁଶୁଡି ପଡିଲା ଭୁବନେଶ୍ବର ବିମାନବନ୍ଦର ଛାତ

ଭୁବନେଶ୍ୱର: ଭୁଶୁଡିଲା ବିମାନବନ୍ଦର ଛାତ । ଭୁବନେଶ୍ବର ବିମାନ ବନ୍ଦରର ଛାତ ଅଧ ରାତିରେ ଭୁଶୁଡି ପଡିଲା । ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ଭୁବନେଶ୍ବର  ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ନବନିର୍ମିତି କୋଠାର ଛାତ ଭୁଶୁଡିପଡିଛି । 60 କୋଟି ଟଙ୍କାର ବ୍ୟୟରେ ନିର୍ମାଣ ହେଉଥିଲା ବିଲ୍ଡିଂ। 15ରୁ 20 ଜଣ କାମ କରୁଥିଲେ। 

ତେବେ ଆଜି ରାତି ପ୍ରାୟ 10ଟା 30ରେ ଏୟାରପୋର୍ଟର ଟର୍ମିନାଲ ୧ ଓ ଟର୍ମିନାଲ ୨ ମଧ୍ୟରେ ନିର୍ମାଣଧୀନ କୋଠା ଭୁଶୁଡିଛି ।  ତେବେ ଘଟଣାସ୍ଥଳରେ ପୋଲିସ, ଦମକଳବାହିନୀ ଓ ଓଡ୍ରାଫ ଟିମ ପହଞ୍ଚି ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିଥିଲା ।  ଭୁଶୁଡିବାର କାରଣ ଅସ୍ପଷ୍ଟ ରହିଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,  ଇଟିଭି ଭାରତ 

Intro:Body:

BLANK

Conclusion:
Last Updated : Jan 25, 2020, 3:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.