ETV Bharat / city

ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, 24ରେ ଗଣତି - ବିଜେପୁର ଉପନିର୍ବାଚନ ଭୋଟ ଗଣତି

ବିଜେପୁର ଉପନିର୍ବାଚନ ଭୋଟ ଗଣତି ପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ଆସନ୍ତା 24 ତାରିଖରେ ଭୋଟଗଣତି ଥିବାବେଳେ 103 ଜଣ ଅଧିକାରୀଙ୍କୁ ଦିଆଯାଇଛି ପ୍ରଶିକ୍ଷଣ । ସୂଚନା ଦେଲେ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ।

ଫାଇଲ ଫଟୋ
author img

By

Published : Oct 22, 2019, 3:34 PM IST

Updated : Oct 22, 2019, 4:19 PM IST

ଭୁବନେଶ୍ବର: ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ଭୋଟ ଗ୍ରହଣ। କୌଣସି ସ୍ଥାନରେ ସୃଷ୍ଟି ହୋଇନାହିଁ ଆଇନ ଶୃଙ୍ଖଳା ପରିସ୍ଥିତି । ଉପନିର୍ବାଚନରେ 79.17 ପ୍ରତିଶତ ଭୋଟ ଗ୍ରହଣ ହୋଇଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଚଳିତବର୍ଷ ସାଧାରଣ ନିର୍ବାଚନରେ 79 ପ୍ରତିଶତ ମତଦାନ ହୋଇଥିଲାବେଳେ ଉପନିର୍ବାଚନରେ ଦଶମିକ ଶତର ପ୍ରତିଶତ ଅଧିକ ଭୋଟଗ୍ରହଣ ହେଇଛି । ସେହିପରି ଭୋଟ ଗଣତି ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିପାଇଂ 14ଟି ଟେବୁଲ ରହିଛି। ସକାଳ 8ଟା ଠାରୁ ଭୋଟ ଗଣତି ଆରମ୍ଭ ହେବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ଗଣତି ପ୍ରକିୟା ପାଇଁ ଜଣେ ଜଣେ ମାଇକ୍ରୋ ଅବଜରବର ରହିବେ । ଏହା ସହ କାଉଣ୍ଟି ଏଜେଣ୍ଟ ମଧ୍ୟ ଉଗପସ୍ଥିତ ରହିବେ । ଯେଉଁଥିପାଇଁ ସମସ୍ତ ପ୍ରଶିକ୍ଷଣ ଶେଷ ହୋଇଛି । ସମୁଦାୟ ୧୦୩ ଜଣ ଅଧିକାରୀଙ୍କୁ ଭୋଟ ଗଣତି ପାଇଁ ପ୍ରଶିକ୍ଷଣ ଦିଆଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଶାନ୍ତି ଶୃଙ୍ଖଳା ସହ ହୋଇଛି ଭୋଟ ଗ୍ରହଣ। କୌଣସି ଜାଗା ରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇନାହିଁ। 79.17 ପ୍ରତିଶତ ଭୋଟ ଗ୍ରହଣ ହୋଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ସୂଚନା । Body:2019ରେ 79 ପ୍ରତିଶତ ମତଦାନ ହୋଇଥିଲା। କାଉଁଟିଙ୍ଗ ପାଇଁ ପ୍ରସ୍ତୁତି ଶେଷ ପ୍ରଯ୍ୟାୟରେ ପହଞ୍ଚିଛି । 14ଟି ଟେବୁଲ ରହିଛି। ସକାଳ 8ଟା ଠାରୁ ଆରମ୍ଭ ହେବ ଭୋଟ ଗଣତି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ।Conclusion:ଗତକାଲି ଦେଶରେ ସବୁଠାରୁ ଅଧିକ ଭୋଟିଂ ହୋଇଛି । ଜଣେ ଜଣେ ମାଇକ୍ରୋ ଅବଜରବର ରହିବେ ,ଏହା ସହ କାଉଣ୍ଟି ଏଜେଣ୍ଟ ରହିବେ ।ସମସ୍ତ ଙ୍କ ଟ୍ରେନିଂ ଶେଷ ହୋଇଛି ।ମୋଟ ୧୦୩ କାଉଣ୍ଟି କରିବା ପାଇଁ ଟ୍ରେନିଂ ଦିଆଯାଇଛି
Last Updated : Oct 22, 2019, 4:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.