ETV Bharat / city

ବିଜେପୁର ଉପନିର୍ବାଚନ: 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି

ବିଜେପୁର ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି । ଦଳର ଷ୍ଟାର ତାଲିକାରେ ସୁପ୍ରିମୋ ନବୀନ ପଟ୍ଟନାୟକ ଶୀର୍ଷରେ ରହିଛନ୍ତି ।

author img

By

Published : Oct 3, 2019, 2:35 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି । ଦଳର ଷ୍ଟାର ତାଲିକାରେ ସୁପ୍ରିମୋ ନବୀନ ପଟ୍ଟନାୟକ ଶୀର୍ଷରେ ରହିଛନ୍ତି । 40 ଜଣିଆ ତାଲିକାରେ ଡର୍ଜନରୁ ଅଧିକ ମନ୍ତ୍ରୀ ରହିଥିବାବେଳେ ପଶ୍ଚିମ ଓଡିଶାରୁ ସବୁ ନେତାଙ୍କୁ ସ୍ଥାନ ଦିଆଯାଇଛି ।

ତାଲିକାରେ ସାଂସଦ ଅନୁଭବ ମହାନ୍ତି ଓ ଅରିନ୍ଦମ ରାୟଙ୍କ ଭଳି ଅଭିନେତା ରହିଛନ୍ତି । ସେହିଭଳି ମହିଳା ସଂଗଠନ ପକ୍ଷରୁ ମଧ୍ୟ ଅନେକ ନେତ୍ରୀଙ୍କୁ ସ୍ଥାନ ମିଳିଛି । ତେବେ ବିଜେଡି ପକ୍ଷରୁ ପୂରା ଟିମ ଏବେ ସବୁ ପଞ୍ଚାୟତରେ ଡେରା ପକାଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବିଜେପୁର ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି। ଦଳର ଷ୍ଟାର ତାଲିକାରେ ସୁପ୍ରିମୋ ନବୀନ ପଟ୍ଟନାୟକ ଶୀର୍ଷରେ ରହିଛନ୍ତି। ତାଲିକାରେ ଡଜନରୁ ଅଧିକ ମନ୍ତ୍ରୀ ରହିଥିବା ବେଳେ ପଶ୍ଚିମ ଓଡିଶାରୁ ସବୁ ନେତାଙ୍କୁ ସ୍ଥାନ ଦିଆଯାଇଛି। ସାଂସଦ ଅନୁଭବ ମହାନ୍ତି, ଅରିଂଦମ ରାୟଙ୍କ ଭଳି ଅଭିନେତା ରହିଛନ୍ତି। ଏମାନେ ମୁଖ୍ୟ ଆକର୍ଷଣ ରହିବେ। ସେହିଭଳି ମହିଳା ସଂଗଠନ ପକ୍ଷରୁ ମଧ୍ୟ ଅନେକ ନେତ୍ରୀଙ୍କୁ ସ୍ଥାନ ମିଳିଛି। ବିଜେଡି ପକ୍ଷରୁ ପୁରା ଟିମ ଏବେ ସବୁ ପଂଚାୟତରେ ଡେରା ପକାଇଛନ୍ତି। ତେବେ ପୂଜା ପରେ ପ୍ରଚାର ଜମିବ।Body:HConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.