ETV Bharat / city

ବିଜେପୁର ପାଇଁ ବିଜେଡିର ରଣନୀତି, କାହା ସହିତ ହେବନି ବୁଝାମଣା

ବିଜେପୁର ଉପନିର୍ବାଚନ ପାଇଁ ସୋମବାର ବସିବାକୁ ଯାଉଛି ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ...

author img

By

Published : Sep 22, 2019, 4:45 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବାଜିଲା ବିଜେପୁର ଉପନିର୍ବାଚନ ବିଗୁଲ । ମଇଦାନକୁ ଓହ୍ଲାଇବେ ହେଭିୱେଟ୍ । ରାଜ୍ୟ ଦେଖିବ ଆଉ ଏକ ହାଇଭୋଲଟେଜ ଉପନିର୍ବାଚନ । ନିର୍ବାଚନରେ ଅନ୍ୟଦଳକୁ ମାତ୍ ଦେବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛି ଶାସକ ଦଳ । ଉପନିର୍ବାଚନକୁ ଆଖି ଆଗରେ ରଖି ସୋମବାର ବସିବାକୁ ଯାଉଛି ବୈଠକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତୃଣମୂଳ ସ୍ତରରୁ ଆସିଥିବା ରିପୋର୍ଟ ଦଳର ସୁପ୍ରିମୋଙ୍କୁ ଦିଆଯିବ । ଆଗାମୀ ଦିନରେ କ’ଣ ହେବ ଦଳର ରଣନୀତି ଖସଡା ପ୍ରସ୍ତୁତ କରିବ ବିଜେଡି । ନିର୍ବାଚନରେ କାହା ସହ ବୁଝାବଣା କରିବନି ଦଳ । ଏପରିକି ବନ୍ଧୁତ୍ବପୂର୍ଣ୍ଣ ଲଢେଇର ପ୍ରଶ୍ନ ଉଠୁନି ବୋଲି ଦଳର ସାଧାରଣ ସଂପାଦକ ସଞ୍ଜୟ ଦାସବର୍ମା କହିଛନ୍ତି । ସବୁଥର ଭଳି ଏଥର ମଧ୍ୟ ଲଢେଇ ଜୋରଦାର ହେବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଆସନ୍ତାକାଲି ନବୀନ ନିବାସରେ ବିଜେଡିର ବିଜେପୁର ପାଇଁ ବୈଠକ ବସିବ। କମିଟି ତୃଣମୁଳ ସ୍ତରରୁ ବିଜେପୁର ରୁ ଆସିଥିବା ରିପୋର୍ଟ କୁ ସୁପ୍ରିମୋଙ୍କୁ ଦେବେ
ବିଜେପୁର ପାଇଁ ଚୂଡାନ୍ତ ରଣନୀତି ବୈଠକରେ ଆଲୋଚନା ହେବ। ବନ୍ଧୁତ୍ବ ପୂର୍ଣ ଲଢ଼େଇର ପ୍ରଶ୍ନ ଉଠୁନି
କାହା ସହ କୌଣସି ବୁଝାମଣା ନାହିଁ ବୋଲି କହିଛନ୍ତି ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା।
ଲଢେଇ ଜୋରଦାର ହେବ ଦୁଇ ଦଳ ସହ
ଦୁଇ ଦିନ ଭିତରେ ବିଜେଡି ବିଜେପୁର ପ୍ପ୍ରାଥି ଘୋଷଣା କରିପାରେ ବୋଲି ସେ କହିଛନ୍ତି।
Body:ସଞ୍ଜୟ ଦାସବର୍ମା
ବିଜେଡି ନେତାConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.