ଟପ୍ ନ୍ୟୁଜ୍
- କୋରୋନା ସଂକ୍ରମଣ ରୋକିବା ପାଇଁ ଆଜିଠାରୁ ଭୁବଶ୍ବରରେ ଦିଲ୍ଲୀ ଅଡ-ଇଭେନ ଫର୍ମ୍ୟୁଲା ।
- କୋରୋନା ମୁକାବିଲା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ ।
- ବୈଠକରେ ନବୀନଙ୍କ ପ୍ରସ୍ତାବ। ସରକାରୀ ଓ ବେସରକାରୀ ସ୍ତରରେ କୋରୋନା ପରୀକ୍ଷଣ କରାଯାଉ ମାଗଣା ।
- 250 ପାଖେଇଲା ଦେଶରେ କୋରାନା ଆକ୍ରାନ୍ତଙ୍କ ସଂଖ୍ୟା..କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା 40କୁ ବୃଦ୍ଧି ।
- ଇଟାଲିରେ କୋରୋନାର ଆତଙ୍କ । ମୃତ୍ୟୁ ସଂଖ୍ୟା 4 ହଜାର କୁ ବୃଦ୍ଧି ।
- କୋରୋନା ବ୍ୟାପିବା ଆଶଙ୍କାରେ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ।
- ମଧ୍ୟପ୍ରଦେଶରେ 15 ମାସ କମଲନାଥ ସରକାରଙ୍କ ପତନ। ଶିବରାଜ ସିଂ ଚୌହାନ ହୋଇ ପାରନ୍ତି ମୁଖ୍ୟମନ୍ତ୍ରୀ
- 21 ତାରଖ ରାତି 12ରୁ 22 ତାରିଖ ରାତି 10ଟା ପର୍ଯ୍ୟନ୍ତ ବନ୍ଦ ହେବ ପାସେଞ୍ଜର ଟ୍ରେନ ସେବା ।
- ସରକାରଙ୍କ ନିର୍ଦ୍ଦେଶ ମାନି ସୁସ୍ଥ ଓ ସୁରକ୍ଷିତ ରହିବାକୁ ହିନ୍ଦିରେ ଟ୍ବିଟ କଲେ ଇଂଲଣ୍ଡ କ୍ରିକେଟର କେଭିନ ।
- କୋରୋନା ଭୂତାଣୁରେ ଆକ୍ରାନ୍ତ ବଲିଉଡ କଣ୍ଠଶିଳ୍ପୀ । ବିଦେଶରୁ ଫେରି ଲୁଚାଇଥିଲେ ତଥ୍ୟ ।