- 32 ବିଦେଶୀଙ୍କ ସହ ଭାରତରେ 162ରେ ପହଁଞ୍ଚିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜସ୍ଥାନରେ 3 ଓ ମହାରାଷ୍ଟ୍ରରେ ଆଉ 2, ଚଣ୍ଡିଗଡରେ ଜଣେ ଆକ୍ରାନ୍ତ ଚିହ୍ନଟ ।
- ଆଜି ସାରା ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ରାତି 8ଟାରେ କରିବେ ସମ୍ବୋଧନ ।
- ବିଶ୍ବବିଦ୍ୟାଳୟ ଓ CBSE ସହ ବାତିଲ ହେବ ସମସ୍ତ ପରୀକ୍ଷା । 31 ମାର୍ଚ୍ଚ ପରେ ପୁନଃ ତାରିଖ ନିର୍ଦ୍ଧାରଣ ।
- 4 ବିଜେଡି ପ୍ରାର୍ଥି ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ। ଶେଷ ଦିନରେ କେହି ବି କଲେନି ପ୍ରାର୍ଥିପତ୍ର ପ୍ରତ୍ୟାହାର
- କୋରୋନା ପାଇଁ ବିବରଣୀରେ ଜଗନ୍ନାଥ ମହାପ୍ରଭୂଙ୍କ 14 ଦିନିଆ ଅଣସର କଥା କହିଲେ IEC ମୁଖପାତ୍ର ସୁବ୍ରତ ବାଗଚି । କହିଲେ ଯାହା ଅଣସର ତାହା ହିଁ ହେଉଛି କ୍ବାରେଣ୍ଟାଇନ
- ଆଜି ରାଜ୍ୟସଭା ସାଂସଦ ଭାବେ ସପଥ ନେବେ ରଞ୍ଜନ ଗୋଗୋଇ । ରାଜ୍ୟସଭା ପାଇଁ ଗୋଗୋଇଙ୍କୁ ମନୋନିତ କରିଛନ୍ତି ରାଷ୍ଟ୍ରପତି କୋବିନ୍ଦ
- ପୂର୍ବତଟ ରେଳବାଇର ମଧ୍ୟ ବଢିଲା ପ୍ଲାଟଫର୍ମ ଟିକେଟ ଦର । 10ରୁ ବଢ଼ି 50 ଟଙ୍କା ହେଲା ଟିକେଟ... ଭିଡ ନିୟନ୍ତ୍ରଣ ସହ କୋରୋନା ସଂକ୍ରମଣ ରୋକିବା ପାଇଁ ନିଆଯାଇଛି ପଦକ୍ଷେପ
- ମୋଦିଙ୍କୁ ଧନ୍ୟବାଦ ଦେଲେ ନବୀନ । କହିଲେ ମିଳିତ ଭାବେ କାର୍ଯ୍ୟ କଲେ ହେବ କୋରୋନା ମୁକାବିଲା
- କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡିଶା ଚଳଚିତ୍ର ବିକାଶ ପରିଷଦର ନିଷ୍ପତ୍ତି । ମାର୍ଚ୍ଚ 31 ପର୍ଯ୍ୟନ୍ତ ସମସ୍ତ ଧାରାବାହିକ ଓ ଫିଲ୍ମର ସୁଟିଂ ବନ୍ଦ କରିବାକୁ ନିର୍ଦ୍ଦେଶ
- ବିବାଦ ପରେ ସ୍ପଷ୍ଟିକରଣ ରଖିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଗୀତ ଗାଇବା ବେଳେ ଭୂତାଣୁ ନେଇ ଅବଗତ ନଥିବା କଲେ ସ୍ପଷ୍ଟ
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର - big-news-of-today-watch-it
ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର..
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର