- ଦେଶରେ କୋରୋନା ଆକ୍ରାନ୍ତ ସଂଖ୍ୟା 123କୁ ବୃଦ୍ଧି... କେରଳର, କର୍ଣ୍ଣାଟକରେ 3 ମୁମ୍ବାଇରେ 2 ଓ ତେଲେଙ୍ଗାନାରେ ଜଣେ ଆକ୍ରାନ୍ତ ଚିହ୍ନଟ... ମୁମ୍ବାଇରେ 39 ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା
- କୋରୋନା ସ୍ଥିତି ନେଇ IEC ମୁଖପାତ୍ର ସୁବ୍ରତ ବାଗଚୀଙ୍କ ସୂଚନା... ରାଜ୍ୟର ପ୍ରଥମ କୋରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି 129 ଜଣ... ଟ୍ରେନରେ 76 ଓ ରାଜ୍ୟର 53ଜଣ ସଂସ୍ପର୍ଶରେ ଆସିଥିବା ସୂଚନା
- ସଂକ୍ରମିତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ଘୋରୋଇ କ୍ଲିନିକକୁ କରାଗଲା ବନ୍ଦ... ISOLATIONରେ ସମ୍ପୃକ୍ତ ଡାକ୍ତର ଓ କ୍ଲିନିକ କର୍ମଚାରୀ... 9 ଦିନ ତଳେ ଇଟାଲିରୁ ଫେରିଥିଲେ ସଂକ୍ରମିତ ବ୍ୟକ୍ତି
- ଜର୍ମାନିରେ ଫସି ରହିଛନ୍ତି ଭାରତୀୟ ଚେସ ଗ୍ରାଣ୍ଡମାଷ୍ଟର ବିଶ୍ବନାଥନ ଆନନ୍ଦ...କୋରୋନା କାରଣରୁ ଭିସା ହୋଇଛି ରଦ୍ଦ... ବର୍ତ୍ତମାନ ଆଇସୋଲେସନରେ ଅଛନ୍ତି ଆନନ୍ଦ
- ଇଟାଲିରେ 2000 ଟପିଲା ମୃତ୍ୟୁ ସଂଖ୍ୟା... ଗତ 24 ଘଣ୍ଟାରେ ଆଉ 349 ମୃତ... ସେପଟେ ପାକିସ୍ତାନରେ ଆକ୍ରାନ୍ତଙ୍କ ସଂଖ୍ୟା 186କୁ ବୃଦ୍ଧି
- କେରଳ ଥିରୁଅନ୍ତପୁରମ ଡିଭିଜନର ଟ୍ରେନ ଗୁଡିକରେ ସ୍କ୍ରିନିଂ ଆରମ୍ଭ... ରାଜ୍ୟ ସରକାରଙ୍କ ସହାୟତାରେ ଚାଲିଛି ସ୍କ୍ରିନିଂ... କୋରୋନା ସଂକ୍ରମଣ ରୋକିବା ପାଇଁ ନିଆଯାଇଛି ପଦକ୍ଷେପ
- ମୁମ୍ବାଇ ହେଡକ୍ବାର୍ଟର ସମସ୍ତ କର୍ମଚାରୀଙ୍କୁ ‘Work From Home’ ବିକଳ୍ପ ଦେଲା BCCI... ସ୍ବଇଚ୍ଛାରେ ଆସି ପାରିବେ ଅଫିସ...
- ରାଜ୍ୟସଭା ଯିବେ ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ... ରାଷ୍ଟ୍ରପତି ରାମନାଥ କୋବିନ୍ଦ କଲେ ମନୋନିତ
- ରାଜ୍ୟପାଳଙ୍କୁ ଭେଟିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ... କହିଲେ ଆମ ପାଖରେ ଅଛି ବହୁମତ... ଯଦି ବିଶ୍ବାସ ହେଉ ନାହିଁ ତେବେ ଗୃହରେ ଅଣାଯାଉ ଅନାସ୍ଥା ପ୍ରସ୍ତାବ
- ଫାଶୀରୁ ବର୍ତ୍ତିବା ପାଇଁ ନିର୍ଭୟା ଦୋଷୀଙ୍କ ନୂଆ ଚାଲ... ଫାଶୀ ଉପରେ ରହିତାଦେଶ ପାଇଁ INTERNATIONAL COURT OF JUSTICEରେ କଲେ ଆବେଦନ... ଆସନ୍ତା 20ରେ ଫାଶୀ ପାଇଁ ଜାରି ହୋଇଛି ୱାରେଣ୍ଟ
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର - ଆଜିର ବଡ ଖବର
ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର..
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର