ETV Bharat / city

ରାଜଧାନୀ ପାର୍କ ପରିଚାଳନା ଦାୟିତ୍ବ ନେବେ ସ୍ବୟଂ ସହାୟକ ଗୋଷ୍ଠୀ: ବିଏମସି

ରାଜଧାନୀରେ ଥିବା ସମସ୍ତ ପାର୍କର ଦାୟିତ୍ବ ନେବେ ସ୍ଥାନୀୟ ଆବାସିକ ଜନମଙ୍ଗଳ ସଂଘ ଓ ସ୍ବୟଂ ସହାୟକ ଗୋଷ୍ଠୀ। ପାର୍କ ପରିଚାଳନା ଦାୟିତ୍ବ ପାଇଁ ପ୍ରତ୍ୟେକ ଅନୁଷ୍ଠାନକୁ ମିଳିବ 10 ହଜାର ଟଙ୍କା। ଅଧିକ ପଢ଼ନ୍ତୁ...

ରାଜଧାନୀ ପାର୍କ ପରିଚାଳନା ଦାୟିତ୍ବ ନେବେ ସ୍ବୟଂ ସହାୟକ ଗୋଷ୍ଠୀ: ବିଏମସି
ରାଜଧାନୀ ପାର୍କ ପରିଚାଳନା ଦାୟିତ୍ବ ନେବେ ସ୍ବୟଂ ସହାୟକ ଗୋଷ୍ଠୀ: ବିଏମସି
author img

By

Published : Nov 18, 2020, 9:16 PM IST

ଭୁବନେଶ୍ବର: ଏଣିକି ରାଜଧାନୀରେ ଥିବା ସମସ୍ତ ପାର୍କର ଦାୟିତ୍ବ ନେବେ ସ୍ଥାନୀୟ ଆବାସିକ ଜନମଙ୍ଗଳ ସଂଘ। ଆବାସିକ ଜନମଙ୍ଗଳ ସଂଘ ସହ ଭୁବନେଶ୍ବର ମହାନଗର ନିଗମ ଅଧୀନରେ ଥିବା ସମସ୍ତ ପାର୍କର ପରିଚାଳନା ସହ ଅନ୍ୟାନ ଦାୟିତ୍ବ ନେବେ ସ୍ବୟଂ ସହାୟକ ଗୋଷ୍ଠୀ ଓ ବରିଷ୍ଠ ନାଗରିକ ମଞ୍ଚ। ପାର୍କ ପରିଚାଳନା ଦାୟିତ୍ବ ପାଇଁ ପ୍ରତ୍ୟେକ ଅନୁଷ୍ଠାନକୁ ମିଳିବ 10 ହଜାର ଟଙ୍କା। ଏନେଇ ଭାରପ୍ରାପ୍ତ ବିଏମସି କମିଶନର ସୂଚନା ଦେଇଛନ୍ତି।

ରାଜଧାନୀ ପାର୍କ ପରିଚାଳନା ଦାୟିତ୍ବ ନେବେ ସ୍ବୟଂ ସହାୟକ ଗୋଷ୍ଠୀ: ବିଏମସି

ଭୁବନେଶ୍ବର ମହାନଗର ନିଗମ ଅଧୀନରେ ଥିବା ପ୍ରାୟ ୫୮ ଟି ପାର୍କରେ ପାଣି ଦେବା, ଘାସ ବଛା, ନୂଆ ଗଛ ଲଗାଇବା ଦାୟିତ୍ବ ଏହି ସଂଗଠନ। ନଭେମ୍ବର ମାସ ସୁଦ୍ଧା ୪୦ ଟି ପାର୍କର ରକ୍ଷଣାବେକ୍ଷଣା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀ ଓ ଆବାସିକ ଜନମଙ୍ଗଳ ସଂଘ ସହ ଚୁକ୍ତି ସ୍ବାକ୍ଷର ହୋଇଛି । ବାକିଥିବା ଅନ୍ୟ ପାର୍କଗୁଡ଼ିକ ଚୁକ୍ତି ଯଥାଶୀଘ୍ର ଶେଷ ହେବା ନେଇ ସୂଚନା ଦେଇଛନ୍ତି ଭାରପ୍ରାପ୍ତ ବିଏମସି କମିଶନର ସୁରଥ ଚନ୍ଦ୍ର ମଲ୍ଲିକ।

ପୂର୍ବରୁ ରାଜଧାନୀରେ ଥିବା 58ଟି ପାର୍କର ଦାୟିତ୍ବ ତଥା ରକ୍ଷଣବେକ୍ଷଣ କରୁଥିଲା ବିଏମସି। ତେବେ ଆଗାମୀ ଦିନରେ ବିଭିନ୍ନ ସଂଗଠନ ଏହି ପାର୍କଗୁଡ଼ିକର ଦାୟିତ୍ବ ନେବେ। ବର୍ତ୍ତମାନ ଭୁବନେଶ୍ବର ଉନ୍ନୟନ ନିଗମ ଅଧିନରେ 50ରୁ ଅଧିକ ପାର୍କ। ଏହି ପାର୍କକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.