ETV Bharat / city

ନୟାଗଡକୁ ଗଡିଲା ସେବା ଏକ୍ସପ୍ରେସ - Bhubaneswar to nayagarh

ଦେଶର ସମସ୍ତ ବଡବଡ ସହର ସହ ଛୋଟ ସହରକୁ ଯୋଡିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ସେବା ଏକ୍ସପ୍ରେସ । ଆଜି କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ ଏହି ସେବା ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 15, 2019, 5:47 PM IST

ଭୁବନେଶ୍ବର: 15 ଅକ୍ଟୋବର 2019 । ଅର୍ଥାତ ଆଜି ଦିନଟି ନୟାଗଡବାସୀଙ୍କ ପାଇଁ ସ୍ବତନ୍ତ୍ର ହୋଇ ରହିବ । କାରଣ ଦୀର୍ଘଦିନର ସ୍ବପ୍ନ ଆଜି ପୂରଣ ହୋଇଛି । ରାଜଧାନୀ ଭୁବନେଶ୍ବରରୁ ନୟାଗଡକୁ ଆରମ୍ଭ ହୋଇଛି ସେବା ଏକ୍ସପ୍ରେସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ସେବା ଏକ୍ସପ୍ରେସ ପ୍ରତିଦିନ ଭୁବନେଶ୍ବରରୁ ସନ୍ଧ୍ୟା ୬ ଟା ୪୦ମିନିଟରେ ଛାଡି ନୟାଗଡ ଷ୍ଟେସନରେ ରାତି ୮ ଟା ୪୫ମିନିଟରେ ପହଞ୍ଚିବ । ପରଦିନ ସକାଳ ୬ ଟା ୩୦ ମିନିଟରେ ନୟାଗଡ ଛାଡି ଭୁବନେଶ୍ବରରେ ସକାଳ ୯ ଟାରେ ପହଞ୍ଚିବ । ଏହି ସେବା ଏକ୍ସପ୍ରେସ ଚାଲିବା ଦ୍ବାରା ଏହି ରୁଟରେ ହଜାର ହଜାର ଲୋକ ଉପକୃତ ହେବେ ବୋଲି ଆଶା କରାଯାଉଛି ।

ଆଜି ନୂଆଦିଲ୍ଲୀରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେବା ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏବଂ ସୁରେଶ ସି ଅଙ୍ଗାଡି ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ଭୁବନେଶ୍ବର ରୁ ନୟାଗଡ ଗଡ଼ିଲା ସେବା ଏକ୍ସପ୍ରେସ ଟ୍ରେନ, ଆଜି ଏକ ଐତିହାସିକ ଦିନ: ଯାତ୍ରୀ।

ରାଜ୍ୟର ବଡ ବଡ ସହରକୁ ଛୋଟ ସହର ଯୋଡିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ଆରମ୍ଭ ହେଇଛି ସେବା ଏକ୍ସପ୍ରେସ ଟ୍ରେନ। ନୂଆଦିଲ୍ଲୀ ରୁ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ରେଳମନ୍ତ୍ରୀ ପିଉସା ଗୋଏଲ କରିଛନ୍ତି ଶୁଭାରମ୍ଭ। ଆଜି ଠାରୁ ଭୁବନେଶ୍ୱର ରୁ ନୟାଗଡ କୁ ଗଡ଼ିଲା ସେବା ଏକ୍ସପ୍ରେସ ଟ୍ରେନ।

Body:
ଦୀର୍ଘ ଦିନର ସ୍ୱପ୍ନ ସତ ହୋଇଛି। ଶେଷରେ ଭୁବନେଶ୍ୱର ରୁ ନୟାଗଡ଼ ଗଡ଼ିଛି ସେବା ଏକ୍ସପ୍ରେସ ଟ୍ରେନ। ଦେଶର ୧୦ ଟି ସ୍ଥାନରେ ସେବା ଟ୍ରେନ ଶୁଭାରମ୍ଭ କରିଛନ୍ତୁ। ନୟାଗଡ଼ ରୁ ସକାଳ ୬ ଟା ୩୦ ରେ ଛାଡି ଭୁବନେଶ୍ୱର ରେ ୯ ତାରେ ପହଞ୍ଚିବ। ସେହିପରି ସନ୍ଧ୍ୟା ୬ ଟା ୪୦ ରେ ଭୁବନେଶ୍ୱର ରୁ ଛାଡି ନୟାଗଡ ରେ ରାତି ୮ ଟା ୪୫ ରେ ପହଞ୍ଚିବ। ଭୁବନେଶ୍ୱର ରୁ ନୟାଗଡ ୪୫ ଟଙ୍କା ଟିକେଟ ରହିଥିବା ବେଳେ ବହୁ ଦିନ ର ଆଶା ସ୍ୱପ୍ନ ସତ ହେଲା ବୋଲି ଯାତ୍ରୀ କହିଛନ୍ତି । ଆହୁରିବି କହିଛନ୍ତି ଯେ ଯେଉଇଁ ମନେ ନୟାଗଡରୁ ଭୁବନେଶ୍ୱର ଆସୁଥିଲେ ସେମାନେ ନିଜର କାମ ସାରି ଖୁବ ଜଲଦି ଘରକୁ ଫେରିପାରିବେ। ଏବଂ ଚାକିରୀ କରୁଥିବା ଲୋକମାନେ ସକାଳୁ ଆସି ରାତି ରେ ଘରେ ପହଂଚି ପାରିବେ। ଏହା ଏକ ଐତିହାସିକ ପଦକ୍ଷପ ବୋଲି କହିଛନ୍ତି ନୟାଗଡ ଯାଉଥିବା ଯାତ୍ରୀ।

Byte- ଅପରାଜିତା ଷଡଙ୍ଗୀ, ସଂସାଦ। ଭୁବନେଶ୍ୱର
Byte- ପିନାକୀ ମିଶ୍ର, ସଂସାଦ, ପୁରୀ
Byte- ଅଶୋକ ପଣ୍ଡା, ମନ୍ତ୍ରୀ,
Byte- ରାଜ କୁମାର, ଏଡିଆରଏମ, ଖୋର୍ଦ୍ଧା ରୋଡ଼।
Byte- ଯାତ୍ରୀ।(2)

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.