ETV Bharat / city

କସମପଲିସ୍ ଛକ ଫ୍ଲାଏ ଓଭର ଅନୁମୋଦନ ପାଇଁ ଗଡକରୀଙ୍କୁ ଭେଟିଲେ ଅପରାଜିତା

author img

By

Published : Apr 6, 2022, 6:05 PM IST

ଭୁବନେଶ୍ବରର କସମୋପୋଲିସ ଛକଠାରେ ଏକ ଫ୍ଲାଏଓଭର ନିର୍ମାଣ ଅନୁମୋଦନ ପାଇଁ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ସାକ୍ଷାତ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଅଧିକ ପଢନ୍ତୁ

ସାଂସଦ ଅପରାଜିତା
ସାଂସଦ ଅପରାଜିତା

ଭୁବନେଶ୍ବର: ଆଜି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ସାକ୍ଷାତ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ସାଂସଦ ଅପରାଜିତା । ସାଂସଦ ଅପରାଜିତା କହିଛନ୍ତି ଭୁବନେଶ୍ବରର କସମପଲିସ୍ ଛକଠାରେ ଏକ ଫ୍ଲାଏଓଭର ନିର୍ମାଣ ହେବ । ଏହାସହ କ୍ରାଉନ ହୋଟେଲ ଓ ସତସଙ୍ଗ ବିହାର ନିକଟରେ ଗୋଟିଏ ଲେଖାଏଁ ଫୁଟ ଓଭରବ୍ରିଜ ନିର୍ମାଣ ତଥା କ୍ୟାପିଟାଲ ରିଜନ ରିଙ୍ଗ ରୋଡ ନିର୍ମାଣକୁ ମଞ୍ଜୁରୀ ପାଇଁ ଗଡକରୀଙ୍କୁ ଅପିଲ କରିଛି । ତେବେ ମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ମଞ୍ଜୁରୀ ମିଳିଥିବା ଅପରାଜିତା ସୂଚନା ଦେଇଛନ୍ତି ।

  • Delighted to inform that as desired by the residents of my Constituency,I had been requesting for the approval of -

    Flyover at Cosmopolis Square

    Two FOBs near Hotel Crown & Satsang Vihar

    Capital Region Ring Road

    Grateful to Minister @nitin_gadkari- all are being allowed.🙏 pic.twitter.com/IWf0sZXP9v

    — Aparajita Sarangi, Member of Parliament (@AprajitaSarangi) April 6, 2022 " class="align-text-top noRightClick twitterSection" data=" ">

ଏହି ସମସ୍ତ ଦାବି ନେଇ ପୂର୍ବରୁ ଅପରାଜିତା ଅନେକ ଥର କେନ୍ଦ୍ର ସଡକ ପରିବହନ ମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ଏବେ ସମସ୍ତ ଦାବି ଗ୍ରହଣ ସହ ପ୍ରକଳ୍ପ ଅନୁମୋଦନ ହୋଇଛି । ସୂଚନାଯୋଗ୍ୟଯେ ବର୍ଦ୍ଧିତ ରାଜଧାନୀରେ ସୁବ୍ୟବସ୍ଥିତ ଟ୍ରାଫିକ ପରିଚାଳନା ସହ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ଫୁଟ ଅଭରବ୍ରିଜ ସହ ରିଙ୍ଗ ରୋଡ ନିର୍ମାଣ ପାଇଁ ଦାବି ହୋଇଆସୁଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.