ETV Bharat / city

ଲୋକଙ୍କୁ ସାହାରା ଦେଉଥିବା ଚା' ଦୋକାନୀ ଶିବ ଏବେ ନିଜେ ବେସାହାରା - ଚା' ଦୋକାନୀ ଶିବ ଏବେ ନିଜେ ବେସାହାରା

ମନରେ ନିଜଠୁ ଅଧିକ ଅସହାୟଙ୍କ ଚିନ୍ତା । କ୍ଷଣକ ଭିତରେ ସରକାରୀ ବୁଲଡୋଜର ଯେମିତି ଉଜାଡି ଦେଇଛି ସବୁକିଛି । ଆଚାର୍ଯ୍ୟ ବିହାର ଆରଟିଓ ପାଖ ଦରଦୀ ଚା' ଦୋକାନୀ ଶିବ ଜେନା । ବେସାହାରାଙ୍କ ସାହାରା ଭାବେ ପରିଚିତ ଶିବଙ୍କ ଦୋକାନ ଭାଙ୍ଗିବା ପରେ ଚିନ୍ତାରେ ପରିବାର । ଅଧିକ ପଢନ୍ତୁ...

ଲୋକଙ୍କୁ ସାହାରା ଦେଉଥିବା ଚା' ଦୋକାନୀ ଶିବ ଏବେ ନିଜେ ବେସାହାରା
author img

By

Published : Oct 4, 2019, 3:44 AM IST

ଭୁବନେଶ୍ବର: ମନରେ ଅସରନ୍ତି କୋହ ଆଉ ପରିବାର ଚିନ୍ତା । ଦୀର୍ଘଦିନ ହେବ ଚଳିଆସୁଥିବା ଭାତ ହାଣ୍ଡିକୁ କ୍ଷଣିକେ ଲାତ ମାରି ଚାଲିଗଲେ ସରକାରୀ ବାବୁ । ରୋଗୀଣା ଶାଶୁ, ଆଖି ଆଗରେ ଦୁଇ ଦୁଇଟି ପିଲାଙ୍କ ଭବିଷ୍ୟତ । ସେମାନେ କିପରି ପଢିବେ, ଆମେ କେମିତି ଚଳିବୁ ଏମିତି ବାର ପ୍ରକାର ଚିନ୍ତାରେ କାନ୍ଦୁଛନ୍ତି ମମତା । କାରଣ ଆରଟିଓ ପାଖରେ ଥିବା ତାଙ୍କ ସ୍ବାମୀଙ୍କ ଏକମାତ୍ର କୁଡ଼ିଆ ଚା ଦେକାନ ଉପରେ ଚଢିଯାଇଛି ସରକାରଙ୍କ ବୁଲଡୋଜର । ଯାହାଫଳରେ ଦଲାଲଙ୍କ ସହ ବଳିପଡି ଯାଇଛନ୍ତି ଆଚାର୍ଯ୍ୟ ବିହାରର ଏହି ଦରଦୀ ଚା' ଦୋକାନୀ ।

ଲୋକଙ୍କୁ ସାହାରା ଦେଉଥିବା ଚା' ଦୋକାନୀ ଶିବ ଏବେ ନିଜେ ବେସାହାରା

ରାଜଧାନୀର ଜଣାଶୁଣା ଚା ଦୋକାନୀ ଶିବ ଜେନା । ଚା’ ଦୋକାନୀ ଭାବେ ଯେତିକି ଫେମସ ତାଠୁ ଅଧିକା ଫେମସ୍ ନିଜର ସେବା ମନୋବୃତ୍ତି ପାଇଁ । ସେବା ଓ ପରୋପକାରର ଦରିଆ ଦିଲ୍ ମଣିଷଟା ନିଜ ପାଇଁ ନୁହେଁ ବରଂ ଅନ୍ୟ ପାଇଁ ସ୍ବପ୍ନ ଦେଖେ । ଆଉ ଏଥିପାଇଁ ରାଜ୍ୟଠୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ.. ସମସ୍ତଙ୍କଠୁ ପାଇଛନ୍ତି ପୁରସ୍କାର ଓ ସମ୍ନାନ । ତେବେ ଭାଙ୍ଗି ଯାଇଥିବା ଏହି ଛୋଟିଆ ଚା ଦେକାନରୁ ଯାହା ଆୟ ହୁଏ, ସେଥିରେ ନିଜର ପରିବାରକୁ ଚଳାଇବା ସହ ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତି ଶିବ । ହେଲେ ଅନ୍ୟମାନଙ୍କୁ ସାହାରା ଦେଉଥିବା ଶିବ ଏବେ ହୋଇଯାଇଛନ୍ତି ବେସାହାରା ।

ଆଖିରେ ଲୁହ ଆଉ ହାତରେ ଗାମୁଛା ଖଣ୍ଡେ ଧରି ପୁରୁଣା ସ୍ମୃତିକୁ ସାଉଁଟୁଛନ୍ତି ଶିବ । ସତରେ ଶିବ ଭଳି ଜଣେ ଦରଦି ମଣିଷ । ଯିଏ ଅନ୍ୟ ଲୋକଙ୍କ ଦୁଃଖ ବୁଝୁଥିଲା ଏବେ ତାରି ମୁଣ୍ଡରେ ବୋଝର ପାହାଡ଼ ଛିଡି ପଡିଛି ।

ଭୁବନେଶ୍ବର ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଭିଓ 1

ନିଜ ପରିବାର ର ପେଟ କିଭଳି ପୋଷିବା ତାରି ଚିନ୍ତା ରେ କାନ୍ଧୁଛନ୍ତି ମମତା ,,, କାରଣ ତାଙ୍କ ସ୍ୱାମୀ ଙ୍କ ଏକ ମାତ୍ର କୁଡ଼ିଆ ଚା ଦେକାନ କୁ ଭାଙ୍ଗି ଦେଇଛନ୍ତି ରାଜ୍ୟ ସରକାର। ଆର ଟି ଓ ଅଫିସ ନିକଟ ର ଦଲାଲ ମାନକୁ ଉଠାଇବା କୁ ଯାଇ ପାଖରେ ଥିବା ଭୁବନେଶ୍ୱର ର ଶିବ ଚା ଦେକାନ ଉପରେ ବୁଲଡେଜର ଲାଗଇ ଦେଲେ ସରକାରୀ ବାବୁ ମାନେ। ଦେକାନ ନ କାଗଜ ପତ୍ର ଦେଖାଇ ପୂର୍ବ ରୁ ଚୁରମାର ହୋଇ ଗଲା ଭୁବନେଶ୍ୱର ଆଚାର୍ଯ୍ୟ ବିହାର ସ୍ଥିତ ଶିବ ଜେନା ଙ୍କ ଦେକାନ।

ଭିଓ 2
ରାଜଧାନୀ ଭୁବନେଶ୍ବର ଜଣାଶୁଣା ଶିବ ଜେନା ନିଜ ଚା ତିଆରି କରି ବିକ୍ରି କରିବା ରେ ଯେତିକି ଫେମସ ନୁହେଁ ତା ଠାରୁ ଅଧିକ ଲୋକ ଫେମସ ନିଜର ସେବା ମନ ଭାବ ପାଇଁ। ଆଉ ଏଥି ପାଇଁ ରାଜ୍ୟ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ଙ୍କ ଠାରୁ ପୁରସ୍କାର ପାଇଁ ସାମ୍ନାନିତ ହୋଇଛନ୍ତି ଶିବ। ଭାଂଗି ଯାଇ ଥିବା ଏହି ଛେଟିଆ ଓମଫେଡ ଦେକାନ ରୁ ଯାହା ଆୟ ହୁଏ ସେଥିରେ ନିଜର ପରିବାର କୁ ଚଳାଇବା ସହ ରଜଧାନୀ ଭଳି ସ୍ୱାର୍ଥପର ସହର ରେ ଗରିବ ଲୋକଙ୍କୁ ସବୁ କ୍ଷେତ୍ରରେ ସାହାୟ୍ଯ କରନ୍ତି ଶିବ। ହେଲେ ଲୋକଙ୍କୁ ସାହାରା ଦେଉଥିବା ଶିବ ଜେନା ଏବେ ନିଜେ ବେ ସହାରା ହୋଇଯାଇଛନ୍ତି। ଶିବ ଙ୍କ କହିବା ମୁତାବକ କିଛିଦିନ ପୂର୍ବ ରୁ ରାଜ୍ୟ ସରକାର ଆର ଟି ଓ ଦଲାଲ ମାନ ଙ୍କ ଦେକାନ ଭାଙ୍ଗି ଦେଲେ ତାରି ପାଖରେ ଶିବ ଙ୍କ ଚା ଦେକାନ ଟିଏ ଥିଲା,ପ୍ରଥମେ ଶିବ ଦେକାନ ର କାଗଜ ପତ୍ର ଦେଖାଇବାରୁ ଶିବ ଙ୍କ ଦେକାନ ସୁରକ୍ଷିତ କହି ସରକାରୀ ବାବୁ ଚାଲି ଗଲେ ,କିନ୍ତୁ ଠିକ ଘଂଟା କ ପରେ ଆସି ଦେକାନ ଟିକୁ ଭାଂଗି ଚାଲି ଗଲେ। କଣ ପାଇଁ ଭଙ୍ଗା ଯିବ ତା ବିଷୟ ରେ ଶିବ ଙ୍କୁ ପଦ ଟିଏ ବି କହିଲେ ନାହୁଁ

ବାଇଟ- ଶିବ ଜେନା
ବାଇଟ- ମମତା ଜେନା, ଶିବ ଙ୍କ ସ୍ତ୍ରୀ
ବାଇଟ - ସମ୍ପର୍କୟ ଭଉଣୀ

ଫାଇନାଲ ଭିଓ
ସତରେ ଶିବ ଭଳି ଜଣେ ଦରଦି ମଣିଷ ଟିଏ ଏବେ ନିଜ ଲୋକଙ୍କ ଦୁଃଖ ବୁଝୁଥିବା ; ଏବେ ତାରି ମୁଣ୍ଡ ରେ ବୋଝ ର ପାହାଡ଼ ପଡି ଯାଇଛି। ତେବେ ଦେଖିବାର ରହିଲା କେବେ ଏଥି ପ୍ରତି ପ୍ରଶାସନ ର ନିଦ ଭାଙ୍ଗୁଛି।

Body:ଲୋକଙ୍କୁ ସାହାରା ଦେଉଥିବା ଶିବ ଜେନା ଏବେ ନିଜେ ବେ ସହାରା ।

ଭିଓ 1

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.