ETV Bharat / city

ଦୋଛକିରେ କେବୁଲ ଅପରେଟର ଜୀବନ ଜୀବିକା - ଓଡିଶା କେବଲ ଅପରେଟର ଆସୋସିଏସନ

ଶତାଧିକ କେବୁଲ ଅପରେଟର ବିଏମସି କର୍ତ୍ତୁପକ୍ଷ ସୌନ୍ଦର୍ଯ୍ୟକରଣ ନାମରେ କେବୁଲ ଲାଇନ କାଟିଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହା ଦ୍ବାରା ୩୦୦ ପରିବାରର ଜୀବନ ଜୀବିକାକୁ ବିଏମସି କର୍ତ୍ତୁପକ୍ଷ ହେୟଜ୍ଞାନ କରୁଛନ୍ତି । ଅଧିକ ପଢନ୍ତୁ...

bhubaneswar-municipal-corporation-cable-operator-issue
ଦୋଛକିରେ କେବୁଲ ଅପରେଟର ଜୀବନ ଜୀବିକା
author img

By

Published : Jan 4, 2020, 3:54 AM IST

ଭୁବନେଶ୍ବର: କେବଲ ଅପରେଟରଙ୍କ ଭାଗ୍ୟ ଏବେ ଦୋଛକିରେ । ସୌନ୍ଦର୍ଯ୍ୟକରଣ ନାମରେ କେବୁଲ ଅପରେଟର ମାନଙ୍କୁ ବିଏମସି ହଇରାଣ କରୁଛି । ସ୍ମାର୍ଟସିଟିକୁ ସୁନ୍ଦର କରିବାକୁ ଯାଇ ୩୦୦ ପରିବାରର ଜୀବନ ଜୀବିକାକୁ ବିଏମସି କର୍ତ୍ତୁପକ୍ଷ ହେୟଜ୍ଞାନ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ଦୋଛକିରେ କେବୁଲ ଅପରେଟର ଜୀବନ ଜୀବିକା

ଶୁକ୍ରବାର ସମୟ ସକାଳ ୧୧ ଟା, ବିଏମସି କାର୍ଯ୍ୟାଳୟରେ ଶତାଧିକ କେବୁଲ ଅପରେଟର ଆସି କମିଶନରଙ୍କୁ ଅପେକ୍ଷା କରିଥିଲେ । କେବୁଲ ଅପରେଟରଙ୍କ ଅଭିଯୋଗ ଥିଲା ଭୁବନେଶ୍ବର ମହାନଗର ନିଗମ ଉତ୍ତର ଜୋନ ଅଞ୍ଚଳରେ ଜୟଦେବ ବିହାର ଛକ ଠାରୁ ନାଲୋକ ଛକ ପର୍ଯ୍ୟନ୍ତ ଗତକାଲି ଠାରୁ କେବୁଲ ଲାଇନ କାଟିଦେଇଛି ବିଏମସି । ଯାହା ଫଳରେ ୭୦,୦୦୦ କେବଲ ଟିଭି ଏବଂ ୧୦,୦୦୦ ଇଣ୍ଟରନେଟ ବ୍ୟବସ୍ଥା ଠପ ହୋଇଯାଇଛି ।

ଦୀର୍ଘ ୨୦ ବର୍ଷ ହେଲା ଭୁବନେଶ୍ବରରେ କେବୁଲ ବ୍ୟବସାୟ ଚାଲିଛି । ରାଜ୍ୟରେ ୧୦,୦୦୦ କେବଲ ଅପରେଟର ଥିବାବେଳେ ଭୁବନେଶ୍ବରରେ ୩୦୦ କେବଲ ଅପରେଟର ଅଛନ୍ତି । ସରକାର ଇଣ୍ଟରନେଟକୁ ପ୍ରାଧାନ୍ୟ ଦେଉଥିବା ବେଳେ କୌଣସି ବିକଳ୍ପ ବ୍ୟବସ୍ଥା ନକରି କନେକ୍ସନ କାଟିଦେଇଛି । ସହରର ସୌନ୍ଦର୍ଯ୍ୟକରଣ କରିବା ଆଳରେ ପେଟ ପାଟଣାକୁ ଲାତ ମାରୁଛନ୍ତି କତ୍ତୃପକ୍ଷ । ଆଗକୁ ଏହାର ସମାଧାନ ନହେଲେ ୩୦୦ ପରିବାର ନବୀନ ନିବାସ ଆଗରେ ଆତ୍ମାହୁତି ଦେବୁ ବୋଲି ଓଡିଶା କେବଲ ଅପରେଟର ଆସୋସିଏସନ ସଦସ୍ୟ ଦେବେନ୍ଦ୍ର ପାଣିଗ୍ରାହୀ କହିଛନ୍ତି ।

ସେପଟେ ଏ କଥାକୁ ଖଣ୍ଡନ କରିଛନ୍ତି ବିଏମସି କର୍ତ୍ତୁପକ୍ଷ । ଭୁବନେଶ୍ବରର ସୌନ୍ଦର୍ଯ୍ୟକରଣରେ କେବୁଲ ବାଧା ସୃଷ୍ଟି କରୁଛି । ରାସ୍ତାର ମଧ୍ୟଭାଗରେ କେବୁଲ ଅସୁବିଧା ସୃଷ୍ଟି କରୁଛି । ତେଣୁ ଏହାକୁ କାଟି ଦିଆଯାଇଛି । ସ୍ମାର୍ଟସିଟିରେ ୨୮୦ କିମି ଡ୍ରାଫଟିଂ ସରିଛି ,ଅଣ୍ଡରଗ୍ରାଉଣ୍ଡ କେଵଲିଂ ଉପରେ ଗୁରୁତ୍ବ ଦିଆଯିବ । ଗତ ୨ ବର୍ଷ ହେବ ଭୁବନେଶ୍ବରରେ କେବଲ ବ୍ୟବସାୟୀ ମାନେ ଲାଇସେନ୍ସ ନବୀକରଣ କରିନାହାନ୍ତି । ତେବେ ସେମାନଙ୍କୁ ସମାଧାନ ବାଟ ନେଇ ପୁଣି ବୈଠକ କରାଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

Intro:ଜୀବନ ଜୀବିକା ଏବେ ଦୋଛକିରେ।

Body:ଭୁବନେଶ୍ୱରରେ କେବଲ ଅପରେଟରଙ୍କ ଭାଗ୍ୟ ଏବେ ଦୋଛକିରେ।ସୌନ୍ଦର୍ଯ୍ୟକରଣ ଆଳରେ କେବଲ ଅପରେଟର ମାନଙ୍କୁ ବିଏମସି ହଇରାଣ କରୁନି ତ ? ସ୍ମାର୍ଟସିଟିକୁ ସୁନ୍ଦର କରିବାକୁ ଯାଇ ୩୦୦ ପରିବାରର ଜୀବନ ଜୀବିକାକୁ ବିଏମସି କତ୍ତୃପକ୍ଷ ହେଜ୍ଞାନ କରୁନାହାନ୍ତି ତ।

ଶୁକ୍ରବାର ସମୟ ସକାଳ ୧୧ ଟା, ବିଏମସି କାର୍ଯ୍ୟାଳୟରେ ଶତାଧିକ କେବଲ ଅପରେଟର ମାଳ ମାଳ ହୋଇ କମିଶନରଙ୍କୁ ଅପେକ୍ଷା କରିଥିଲେ।ଅଭିଯୋଗ ଥିଲା ଭୁବନେଶ୍ୱର ମହାନଗର ନିଗମ ଉତ୍ତର ଯୋନ ଅଞ୍ଚଳରେ ଜୟଦେବ ବିହାର ଛକ ଠାରୁ ନାଲ୍କୋ ଛକ ଠାରୁ ଗତକାଲି କେବଲ ଲାଇନ କାଟିଦେଇଛି ବିଏମସି।ଯାହା ଫଳରେ ୭୦,୦୦୦ କେବଲ ଟିଭି ଏବଂ ୧୦,୦୦୦ ଇଣ୍ଟରନେଟ ବ୍ୟବସ୍ଥା ଠପ ହୋଇଗଲା।

ଦୀର୍ଘ ୨୦ ବର୍ଷ ହେଲା ଭୁବନେଶ୍ୱର ରେ କେବଲ ବ୍ୟବସାୟ ଚାଲିଛି।ରାଜ୍ୟରେ ୧୦,୦୦୦ କେବଲ ଅପରେଟର ଥିବାବେଳେ ଭୁବନେଶ୍ୱର ରେ ୩୦୦ କେବଲ ଅପରେଟର ଅଛନ୍ତି।ସରକାର ଇଣ୍ଟରନେଟ କୁ ପ୍ରାଧାନ୍ୟ ଦେଉଥିବା ବେଳେ କୌଣସି ବିକଳ୍ପ ବ୍ୟବସ୍ଥା ନକରି କଂନେକ୍ସନ କାଟିଦେଇଛି।ସହରର ସୌନ୍ଦର୍ଯ୍ୟକରଣ କରିବା ଆଳରେ ପେଟ ପାଟଣା କୁ ଲାତ ମାରୁଛନ୍ତି କତ୍ତୃପକ୍ଷ।ଆଗକୁ ଏହାର ସମାଧାନ ନହେଲେ ୩୦୦ ପରିବାର ନବୀନ ନିବାସ ଆଗରେ ଆତ୍ମାହୁତି ଦେବୁ ବୋଲି କହିଛନ୍ତି ଓଡିଶା କେବଲ ଅପରେଟର ଆସୋସିଏସନ ସଦସ୍ୟ ଦେବେନ୍ଦ୍ର ପାଣିଗ୍ରାହୀ।

ସେପଟେ ଏ କଥାକୁ ଖଣ୍ଡନ କରିଛନ୍ତି ବିଏମସି କତ୍ତୃପକ୍ଷ।ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣ ରେ କେବେଲ ବାଧା ସୃଷ୍ଟି କରୁଛି।ରାସ୍ତାର ମିଡ଼ିଆନରେ କେବଲ ଅସୁବିଧା ସୃଷ୍ଟି କରୁଛି।ତେଣୁ ଏହାକୁ କାଟି ଦିଆଯାଇଛି।ସ୍ମାର୍ଟସିଟି ରେ ୨୮୦ କିମି ଡ୍ରାଫଟିଂ ସରିଛି ,ଅଣ୍ଡରଗ୍ରାଉଣ୍ଡ କେଵଲିଂ ଉପରେ ଗୁରୁତ୍ୱ ଦିଆଯିବ।ଗତ ୨ ବର୍ଷ ହେବ ଭୁବନେଶ୍ୱରରେ କେବଲ ବ୍ୟବସାୟୀ ମାନେ ଲାଇସେନ୍ସ ରିନିୟୁ କରିନହାନ୍ତି ।ତେବେ ସେମାନଙ୍କୁ ସମାଧାନ ବାଟ ନେଇ ପୁଣି ବୈଠକ କରାଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚଉଧାରୀ କହିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.