ETV Bharat / city

Patra Sahi Evction Drive: ଆଗେ ଥଇଥାନ ପରେ ଉଚ୍ଛେଦ ହେବ କହିଲେ ଅପରାଜିତା

author img

By

Published : Apr 22, 2022, 9:42 AM IST

Updated : Apr 22, 2022, 9:52 AM IST

ସାଂସଦ ଅପରାଜିତା ଷଡଙ୍ଗୀ ଗୁରୁବାର ଖୋର୍ଦ୍ଧା ଜଟଣୀ ଗସ୍ତ କରିଥିଲେ । ସେଠାରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ତଦାରଖ କରିଥିଲେ । ଏନେଇ ସେ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ

ପାତ୍ର ସାହି ଉଚ୍ଛେଦ ପ୍ରସଙ୍ଗ: ଆଗେ ଥଇଥାନ ପରେ ଉଚ୍ଛେଦ ହେବ କହିଲେ ଅପରାଜିତା

ଭୁବନେଶ୍ବର: ସାଂସଦ ଅପରାଜିତା ଷଡଙ୍ଗୀ ଗୁରୁବାର ଖୋର୍ଦ୍ଧା ଜଟଣୀ ଗସ୍ତ କରିଥିଲେ । ସେଠାରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ତଦାରଖ କରିଥିଲେ । ଏନେଇ ସେ ପ୍ରତିକ୍ରିୟା ରଖିଛନ୍ତି । ମଞ୍ଚେଶ୍ବର ଠାରେ ଏକ ବସ୍ତି ରହିଛି ପାତ୍ର ସାହି । ରେଳ ଧାରଣାର ସମ୍ପ୍ରସାରଣ ପାଇଁ ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ପାଇଁ ନୋଟିସ ଦିଆଯାଇଛି । ହେଲେ ସେଠାରେ ଲୋକଙ୍କୁ ଆଗ ଥଇଥାନ କରି ପରେ ଉଚ୍ଛେଦ କରିବା ପାଇଁ ନିବେଦନ କରିଛନ୍ତି ସାଂସଦ।

Patra Sahi Evction Drive: ଆଗେ ଥଇଥାନ ପରେ ଉଚ୍ଛେଦ ହେବ କହିଲେ ଅପରାଜିତା

କୋଭିଡ ସମୟରେ ଅନେକ ପାସେଞ୍ଜର ଟ୍ରେନ ବନ୍ଦ କରିଦିଆଯାଇଥିଲା । ସେ ସବୁକୁ ପୁଣି ଆରମ୍ଭ କରାଯାଉ ବୋଲି ଅନୁରୋଧ କରିଛନ୍ତି ସେ । ପଲାସା-ପାରାଦ୍ବୀପ, ପଲାସା-ଭୁବନେଶ୍ୱର, ବ୍ରହ୍ମପୁର-କଟକ ଭଳି 3ଟି ପାସେଞ୍ଜର ଟ୍ରେନକୁ ପୁନଃ ଚଳାଇବା ପାଇଁ ଆଲୋଚନା କରିଛନ୍ତି ସାଂସଦ । ଏହି ସବୁ ପ୍ୟାସେଞ୍ଜର ଟ୍ରେନ ଚଳାଚଳ କରିବା ପାଇଁ ପୂର୍ବତଟ ରେଳୱେ ଜେନେରାଲ ମ୍ୟାନେଜରଙ୍କୁ ଚିଠି ଲେଖିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Apr 22, 2022, 9:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.