ETV Bharat / city

ଆଗୁଆ ସୂଚନା ଦେଇ ପୁରସ୍କୃତ ହେଲା ଭୁବନେଶ୍ବର ପାଣିପାଗ କେନ୍ଦ୍ର - ଶ୍ରେଷ୍ଠ ପୁରସ୍କାର

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୁରସ୍କୃତ। ପ୍ରତ୍ୟେକ ସମୟରେ ଆଗୁଆ ସଠିକ ସୂଚନା ପ୍ରଦାନ କରିବାରୁ ଦେଶର ଶ୍ରେଷ୍ଠ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭାବେ ପୁରସ୍କୃତ ହେଲା ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅଧିକ ଖବର ପଢନ୍ତୁ...

ଭୁବନେଶ୍ବର ପାଣିପାଗ କେନ୍ଦ୍ରକୁ ଶ୍ରେଷ୍ଠ ପୁରସ୍କାର, ଶୁଣନ୍ତୁ କଣ କହୁଛନ୍ତି ନିର୍ଦ୍ଦେଶକ

author img

By

Published : Jan 16, 2020, 9:27 PM IST

ଭୁବନେଶ୍ବର: ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୁରସ୍କୃତ। ପ୍ରତ୍ୟେକ ସମୟରେ ଆଗୁଆ ସଠିକ ସୂଚନା ପ୍ରଦାନ କରିବାରୁ ଦେଶର ଶ୍ରେଷ୍ଠ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭାବେ ପୁରସ୍କୃତ ହେଲା ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଭାରତୀୟ ପାଣିପାଗ ବିଭାଗର ୧୫୫ ତମ ପ୍ରତିଷ୍ଠା ଦିବସରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ହବିବୁର ରେହେମାନ ବିଶ୍ବାସ।

ଭୁବନେଶ୍ବର ପାଣିପାଗ କେନ୍ଦ୍ରକୁ ଶ୍ରେଷ୍ଠ ପୁରସ୍କାର, ଶୁଣନ୍ତୁ କଣ କହୁଛନ୍ତି ନିର୍ଦ୍ଦେଶକ

ପ୍ରତିବର୍ଷ ଆଇଏମଡି ପ୍ରତିଷ୍ଠା ଦିବସରେ ଜାତୀୟ ସ୍ତରରେ ପୁରସ୍କାର ଦିଆଯାଏ। ତେବେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସଠିକ ସମୟରେ ସଠିକ ସୂଚନା ଦେଇଥିବାରୁ ୨୩ ଟି ପାଣିପାଗ କେନ୍ଦ୍ର ମଧ୍ୟରୁ ଭୁବନେଶ୍ବର ପାଣିପାଗ କେନ୍ଦ୍ରକୁ ଶ୍ରେଷ୍ଠ ଘୋଷଣା କରାଯାଇ ପୁରସ୍କୃତ କରାଯାଇଛି।

ନୂଆଦିଲ୍ଲୀ ବିଜ୍ଞାନ ଓ ବୈଷୟିକ ମନ୍ତ୍ରାଳୟ ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି । ଏହି ପୁରସ୍କାର ଗ୍ରହଣ ସମୟରେ ଓଡ଼ିଶାର ବିଖ୍ୟାତ ବୈଜ୍ଞାନିକ ତଥା ଆଇଏମଡିର ମହାନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ଥିଲେ।ତେବେ ପ୍ରତିବର୍ଷ ଜାନୁଆରୀ ୧୫କୁ ଆଇଏମଡିର ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଏ । ଦେଶରେ ମୋଟ ୨୩ ଟି ଆଇଏମଡି ସେଣ୍ଟର ରହିଛି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Intro:ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର, ଭାରତୀୟ ପାଣିପାଗ ବିଭାଗକୁ ଜାତୀୟ ସମ୍ମାନ।

Body:ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୁରସ୍କୃତ।ପ୍ରତ୍ୟକ ସମୟରେ ଆଗୁଆ ସଠିକ ସୂଚନା ପ୍ରଦାନ କରିବାରୁ ଦେଶର ଶ୍ରେଷ୍ଠ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭାବେ ପୁରସ୍କୃତ ହେଲା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।ଭାରତୀୟ ପାଣିପାଗ ବିଭାଗର ୧୫୫ ତମ ପ୍ରତିଷ୍ଠା ଦିବସରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ହବିବୁର ରେହମାନ ବିଶ୍ୱାସ।

ପ୍ରତିବର୍ଷ ଆଇଏମଡି ପ୍ରତିଷ୍ଠା ଦିବସରେ ଜାତୀୟ ସ୍ତରରେ ପୁରସ୍କାର ଦିଆଯାଏ।ତେବେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସଠିକ ସମୟରେ ସଠିକ ସୂଚନା ଦେଇଥିବାରୁ ଏହାକୁ ୨୩ ଟି ପାଣିପାଗ କେନ୍ଦ୍ର ମଧ୍ୟରୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ରକୁ ଶ୍ରେଷ୍ଠ ଘୋଷଣା କରାଯାଇ ପୁରସ୍କୃତ କରାଯାଇଛି।ନୂଆଦିଲ୍ଲୀ ବିଜ୍ଞାନ ଓ ବୈଷୟିକ ମନ୍ତ୍ରାଳୟ ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି।ଏହି ପୁରସ୍କାର ଗ୍ରହଣ ସମୟରେ ଓଡ଼ିଶାର ବିଖ୍ୟାତ ବୈଜ୍ଞାନିକ ତଥା ଆଇଏମଡି ର ମହାନିର୍ଦେଶକ ମଧ୍ୟ ଉପସ୍ଥିତ ଥିଲେ।

ତେବେ ପ୍ରତିବର୍ଷ ଜାନୁଆରୀ ୧୫ କୁ ଆଇଏମଡିର ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଏ ।ଦେଶରେ ମୋଟ ୨୩ ଟି ଆଇଏମଡି ସେଣ୍ଟରସ ରହିଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.