ETV Bharat / city

Covid Scare: ଆଜିଠୁ ଖୋଲିଲା ମାର୍କେଟ ବିଲ୍ଡିଂ - ଆଜିଠାରୁ ଖୋଲିଲା ମାର୍କେଟ ବିଲ୍ଡିଂ

ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ଓ ଉଠାଦୋକାନୀଙ୍କ ବିବାଦରେ ପଡିଲା ପୁର୍ଣ୍ଣଛେଦ । ଆଜିଠାରୁ(ଶୁକ୍ରବାର) ଖୋଲିଲା ଭୁବନେଶ୍ୱର ୟୁନିଟ ୨ରେ ଥିବା ମାର୍କେଟ ବିଲ୍ଡିଂ । ଅଧିକ ପଢନ୍ତୁ

ଆଜିଠାରୁ ଖୋଲିଲା ମାର୍କେଟ ବିଲ୍ଡିଂ: ପୁଣି ଲାଗିବ ଗ୍ରାହକଙ୍କ ଭିଡ

author img

By

Published : Jan 7, 2022, 4:47 PM IST

Updated : Jan 7, 2022, 10:14 PM IST

ଭୁବନେଶ୍ବର : ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ଓ ଉଠାଦୋକାନୀଙ୍କ ବିବାଦରେ ପଡିଲା ପୁର୍ଣ୍ଣଛେଦ । ଆଜିଠାରୁ(ଶୁକ୍ରବାର) ଖୋଲିଲା ଭୁବନେଶ୍ୱର ୟୁନିଟ ୨ରେ ଥିବା ମାର୍କେଟ ବିଲ୍ଡିଂ । ବିଏମସିର ଲିଖିତ ପ୍ରତିଶୃତି ମିଳିବା ପରେ ବନ୍ଦ ଥିବା ମାର୍କେଟ ବିଲ୍ଡିଂ ଆଜିଠାରୁ ସ୍ୱାଭାବିକ ହୋଇଛି । ବିଏମସି ଅତିରିକ୍ତି କମିଶନରଙ୍କ ସହ ଆଲଚନା ପରେ ମାର୍କେଟ ବିଲ୍ଡିଂ ଖୋଲିବାକୁ ନେଇ ସୂଚନା ଦେଲେ ସେଣ୍ଟ୍ରାଲ ମାର୍କେଟ ଆସସିଏସନର ସଭାପତି।

ଆଜିଠାରୁ ଖୋଲିଲା ମାର୍କେଟ ବିଲ୍ଡିଂ: ପୁଣି ଲାଗିବ ଗ୍ରାହକଙ୍କ ଭିଡ

ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀଙ୍କୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ପକ୍ଷରୁ ମାର୍କେଟ ବିଲ୍ଡିଂକୁ ମଙ୍ଗଳବାର ଠାରୁ ବନ୍ଦ କରାଯାଇଥିଲା । ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ଓ ଉଠାଦୋକାନୀଙ୍କ ମଧ୍ୟରେ ଚାଲିଥିବା ବିବାଦ ଯୋଗୁଁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରହିଥିଲା ମାର୍କେଟ।

ଏହି ବିବାଦର ସମାଧାନକୁ ନେଇ ବୁଧବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ହେଲେ ଏଥିରେ କୈଣସି ନିଷ୍ପତ୍ତି ବାହାରିପାରି ନଥିଲା ।ଖୁବଶୀଘ୍ର ବିଏମସି ପକ୍ଷରୁ ମାର୍କେଟ ଖୋଲିବ କି ନାହିଁ ନିଷ୍ପତ୍ତି ହେବ ବୋଲି ବିଏମସି ପ୍ରତିଶୃତି ଦେଇଥିଲା । ହେଲେ ଲିଖିତ ପ୍ରତିଶୃତି ପାଇଁ ଅଡି ବସିଥିଲେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Jan 7, 2022, 10:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.