ଭୁବନେଶ୍ବର: ସିଲ ହେଲା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ । ବ୍ୟାଙ୍କରୁ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଆସନ୍ତା 4 ଦିନ ପାଇଁ ଷ୍ଟେଟ ବ୍ୟାଙ୍କକୁ ସିଲ କରାଯାଇଛି।ଭୁବନେଶ୍ବର ଖାରବେଳ ନଗର ସ୍ଥିତ ଏସବିଆଇ ଚେକ କ୍ଲିଅରିଂ ସେଣ୍ଟର କୁ ସିଲ କରିଛି ବିଏମସି।
ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ