ETV Bharat / city

ଆରମ୍ଭ ହେଲା ଭସାଣି, ଉଠୁଛି ପଡୁଛି ରାଜଧାନୀ

author img

By

Published : Oct 9, 2019, 8:10 PM IST

ବିଦାୟ ନେଉଛନ୍ତି ଜଗତ ଜନନୀ ମା’ ଦୁର୍ଗା । ବଡ ଜାକଜକମରେ ମା’ଙ୍କୁ ମେଲାଣି ଦେଉଛନ୍ତି ରାଜଧାନୀବାସୀ । ଏଥିପାଇଁ ଭୁବନେଶ୍ବର ଭସାଣି ଉତ୍ସବ ସମିତି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବିଦାୟ ନେଉଛନ୍ତି ଜଗତ ଜନନୀ ମା’ ଦୁର୍ଗା । ଭାବବିହ୍ବଳ ସହ ଖୁସି ମନରେ ମା’ଙ୍କୁ ମେଲାଣି ଦେଉଛନ୍ତି ରାଜଧାନୀବାସୀ । ଗୋଟିଏ ପରେ ଗୋଟିଏ ପୂଜାମଣ୍ଡପରୁ ବାଜା, ରୋଷଣୀ ସହ ନଦୀପଠା ଆଡକୁ ଯାଉଛନ୍ତି ମା’ । ଏଥିପାଇଁ ଭୁବନେଶ୍ବର ଭସାଣି ଉତ୍ସବ ସମିତି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

ରୂପାଲି ସ୍କୋୟାର ସହିଦନଗର ଦୁର୍ଗାପୂଜା ମଣ୍ଡପ ସାମ୍ନାରେ ସମସ୍ତେ ଏକତ୍ରିତ ହୋଇ ରୋଷଣୀ ଆରମ୍ଭ କରିଛନ୍ତି । ବାଜା-ବାଦ୍ୟରେ କମ୍ପୁଛି ପରିବେଶ । ଭଳିକି ଭଳି ଆଲୋକମାଳାରେ ଜଳୁଛି ରାସ୍ତାଘାଟ ।

ଶୋଭାଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ରାସ୍ତାର 2 କଡରେ ପୋଲିସ ମୁତୟନ କରାଯାଇଛି ।

ଏହି ଶୋଭାଯାତ୍ରା ବାଣି ବିହାରରୁ ରାଜମହଲ ପର୍ଯନ୍ତ ଜାରି ରହିବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଆରମ୍ଭ ହେଲା ଭସାଣି,ଉତ୍ସାହିତ ରାଜଧାନୀBody:ଭୁବନେଶ୍ବର ଭସାଣି ଉତ୍ସବ ସମିତି ପକ୍ଷରୁ ଆରମ୍ଭ ହୋଇସାଇଛି ଭସାଣି କାର୍ଯକ୍ରମ।ରୁପାଲି ସ୍କୋୟାର ସହିଦନଗର ଦୁର୍ଗାପୁଜା ମଣ୍ଡପ ସାମ୍ନାରେ ଏକାଠି ହୋଇ ରୋଷଣିମଆରମ୍ଭ କରିଛନ୍ତି ସମସ୍ତ ମେଢ।ବାଜା ବାଦ୍ଯ ରେ କମ୍ପୁଛି ପରିବେଷ।ସୁରକ୍ଷା ଦୃଷ୍ଟିରୁ ପୋଲିସ ମୁତୟନ ସହ ଶୃଙ୍ଖଳିତ ଶୋଭାଯାତ୍ରା ଉପରେ ଦିଆଯାଇଛି ଗୁରୁତ୍ବ।ପୁଜା ମଣ୍ଡପ ପକ୍ଷରୁ ଡିଜେ ଓ ପାରମ୍ପରିକ ବାଦ୍ଯ ମାଧ୍ଯମରେ ମାକୁ ମେଲାଣି ପାଇଁ ବ୍ଯବସ୍ଥା ହୋଇଛି।ଅନ୍ଯପଟେ ଲୋକେ ରାସ୍ତାର ଦୁଇ ପାର୍ଶରେ ମାଙ୍କ ଦର୍ଶନ ପାଇଁ ଭିଡ ଜମାଇଛନ୍ତି।ତେବେ ଏହି ଶୋଭାଯାତ୍ରା ବାଣି ବିହାରରୁ ରାଜମହଲ ପର୍ଯନ୍ତ ଜାରି ରହିବ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.