ETV Bharat / city

ସ୍ବାଭାବିକ ହେଲା ଭୁବନେଶ୍ୱର ବିମାନବନ୍ଦର

author img

By

Published : May 26, 2021, 8:34 PM IST

Updated : May 26, 2021, 9:17 PM IST

ବାତ୍ୟା ୟସ ପାଇଁ ବିମାନ ଚଳାଚଳ ବନ୍ଦ ରହିଥିଲା । ବୁଧବାର ବାତ୍ୟାର ପ୍ରକୋପ କମିବା ପରେ ସ୍ବଭାବିକ ହୋଇଛି ବିମାନ ଚଳାଚଳ । ଅଧିକ ପଢନ୍ତୁ...

ସ୍ବାଭାବିକ ହେଲା ଭୁବନେଶ୍ୱର ବିମାନବନ୍ଦର
ସ୍ବାଭାବିକ ହେଲା ଭୁବନେଶ୍ୱର ବିମାନବନ୍ଦର

ଭୁବନେଶ୍ବର: ସ୍ବାଭାବିକ ହେଲା ଭୁବନେଶ୍ବର ବିମାନବନ୍ଦର । ବାତ୍ୟା ୟସ ପାଇଁ ବିମାନ ଚଳାଚଳ ବନ୍ଦ ରହିଥିଲା । ବୁଧବାର ବାତ୍ୟାର ପ୍ରକୋପ କମିବା ପରେ ସ୍ବଭାବିକ ହୋଇଛି ବିମାନ ଚଳାଚଳ ।

  • NOTAM regarding Bhubaneswar Airport closing has been cancelled/withdrawn.
    Bhubaneswar Airport is now operational from 1900 hrs on 26/05/2021 for flight operations.@aaireder @AAI_Official @MoCA_GoI

    — BPI Airport, Bhubaneswar (@aaibpiairport) May 26, 2021 " class="align-text-top noRightClick twitterSection" data=" ">

ସନ୍ଧ୍ୟା 7 ଟାରୁ ଆରମ୍ଭ ହୋଇଛି ଉଡାଣ। ବାତ୍ୟା ୟସ୍ ପାଇଁ ମଙ୍ଗଳବାର ଠାରୁ ବନ୍ଦ ଥିଲା ଉଡାଣ। ଯାହା 27 ତାରିଖ ସକାଳ 5 ଟା ପର୍ଯ୍ୟନ୍ତ ବନ୍ଦ ରହିଥିଲା।

ତେବେ ବାତ୍ୟା ପରେ ବୁଧବାର ସନ୍ଧ୍ୟା 7ଟା ବେଳେ ବିମାନ ଉଡାଣ ଭରିଥିବା ସୂଚନା ଦେଇଛନ୍ତି ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ଭିଭି ରାଓ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : May 26, 2021, 9:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.