ETV Bharat / city

ଭୁବନେଶ୍ବର AIIMS ସଫେଇ କର୍ମଚାରୀଙ୍କ ଧାରଣା, ରୋଗୀସେବା ପ୍ରଭାବିତ

author img

By

Published : Aug 4, 2022, 12:55 PM IST

ଛଟେଇ ଓ ଦରମା କାଟ୍ ପ୍ରତିବାଦରେ ମୁଖ୍ୟ ଫାଟକରେ ତାଲା ପକାଇ ଭୁବନେଶ୍ବର ଏମ୍ସର ସଫେଇ କର୍ମଚାରୀଙ୍କ ଧାରଣା । ଅଧିକ ପଢନ୍ତୁ

ଭୁବନେଶ୍ବର ଏମ୍ସ ସଫେଇ କର୍ମଚାରୀଙ୍କ ଧାରଣା
ଭୁବନେଶ୍ବର ଏମ୍ସ ସଫେଇ କର୍ମଚାରୀଙ୍କ ଧାରଣା

ଭୁବନେଶ୍ବର: ବିଭିନ୍ନ ଦାବିନେଇ ଭୁବନେଶ୍ବର ଏମ୍ସ(AIIMS) ସଫେଇ କର୍ମଚାରୀଙ୍କ ଧାରଣା । ଆଜି(ଗୁରୁବାର) ଏମ୍ସର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି ସଫେଇ କର୍ମଚାରୀ । ଛଟେଇ ଓ ଦରମା କାଟ୍ ପ୍ରତିବାଦରେ ସଫେଇ କର୍ମଚାରୀମାନେ ଏହି ଧାରଣା ଦେଇଥିବା ଜଣାପଡିଛି । ମୁଖ୍ୟ ଫାଟକ ବନ୍ଦ ରହିବା ଯୋଗୁଁ ରୋଗୀସେବା ପ୍ରଭାବିତ ହୋଇଛି ।

ଭୁବନେଶ୍ବର ଏମ୍ସ ସଫେଇ କର୍ମଚାରୀଙ୍କ ଧାରଣା
ଭୁବନେଶ୍ବର ଏମ୍ସ ସଫେଇ କର୍ମଚାରୀଙ୍କ ଧାରଣା

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.