ETV Bharat / city

Budha Purnima: ସୋମବାର ବନ୍ଦ ରହିବ AIIMS ଓପିଡ଼ି ସେବା

author img

By

Published : May 15, 2022, 5:35 PM IST

ଆସନ୍ତାକାଲି(ସୋମବାର) ବୁଧ ପୂର୍ଣ୍ଣିମା ହୋଇଥିବାରୁ ବନ୍ଦ ହେବ ଭୁବନେଶ୍ବର ଏମ୍ସ ଓପିଡ଼ି(AIIMS OPD) । ଅଧିକ ପଢନ୍ତୁ

Budha Purnima: ସୋମବାର ବନ୍ଦ ରହିବ AIIMS ଓପିଡ଼ି ସେବା
Budha Purnima: ସୋମବାର ବନ୍ଦ ରହିବ AIIMS ଓପିଡ଼ି ସେବା

ଭୁବନେଶ୍ବର: ଆସନ୍ତାକାଲି(ସୋମବାର) ବୁଧ ପୂର୍ଣ୍ଣିମା ହୋଇଥିବାରୁ ବନ୍ଦ ହେବ ଭୁବନେଶ୍ବର ଏମ୍ସ ଓପିଡ଼ି(AIIMS OPD) । ଏନେଇ ଏମ୍ସ(AIIMS) ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ଓଡ଼ିଆ କ୍ୟାଲେଣ୍ଡରରେ ସରକାରୀ ଛୁଟି ଭାବରେ ବୁଧ ପୂର୍ଣ୍ଣିମା ରହିଥିବାରୁ ଏମ୍ସ ଓପିଡ଼ି ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ବୁଧ ପୂର୍ଣ୍ଣିମା ଅବସରରେ କେବେହେଲେ ଏମ୍ସ ଓପିଡ଼ି ବନ୍ଦ ରହୁନଥିଲେ ସୁଦ୍ଧା ଚଳିତବର୍ଷ ବନ୍ଦ ରହିବା ନେଇ ନିଷ୍ପତ୍ତି ନିଆଯାଇଛି ।

ଅନ୍ୟପଟେ ବୁଧ ପୂର୍ଣ୍ଣିମା ପାଇଁ ସମସ୍ତ ସ୍କୁଲକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.