ETV Bharat / city

ଦାରୁଠେଙ୍ଗ ଦୁର୍ଦ୍ଦଶା; ଘନେଇଲା ବିବାଦ, ପୁଣି ବସିବ ବୈଠକ

ବର୍ଷକ ଭିତରେ ଦାରୁଠେଙ୍ଗ ଡ଼ମ୍ପିଙ୍ଗ ୟାର୍ଡରୁ ବର୍ଜ୍ୟବସ୍ତୁ ଖାଲି କରାଯାଇ ସେଠାରେ ଏକ ବାଇଓମାଇନିଂ ପ୍ଲାଣ୍ଟ ନିର୍ମାଣ ହେବ । ବିଏମସିର ସ୍ଥାନୀୟ ବାସିନ୍ଦା ଏବଂ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଘନ ଘନ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ବିଏମସି କତ୍ତୃପକ୍ଷ ।

author img

By

Published : Jan 9, 2020, 8:40 PM IST

bhuasuni-dumping-yard
bhuasuni-dumping-yard

ଭୁବନେଶ୍ବର: ଦାରୁଠେଙ୍ଗ ଡ଼ମ୍ପିଙ୍ଗ ୟାର୍ଡ ମାମଲାରେ ଘନେଇଲା ବିବାଦ । ବାହାରି ପାରୁନାହିଁ ଚୂଡାନ୍ତ ନିଷ୍ପତ୍ତି । ତେବେ ବର୍ଷେ ଭିତରେ ଦାରୁଠେଙ୍ଗରୁ ଡ଼ମ୍ପିଙ୍ଗ ୟାର୍ଡ ଉଠିବା ନେଇ ଆଲୋଚନା ଫଳପ୍ରଦ ହେବା ନେଇ ଆଶା କରାଯାଉଛି । ଗୁରୁବାର ଭୁବନେଶ୍ବର ମହାନଗର ନିଗମ କାର୍ଯ୍ୟାଳୟରେ ସ୍ଥାନୀୟ ନେତୃବୃନ୍ଦ, ଜଟଣୀ ବିଧାୟକ ଓ ବିଏମସି କମିଶନରଙ୍କ ମଧ୍ୟରେ ମାରାଥନ ବୈଠକ ବସିଥିଲା । ଚଳିତ ମାସରେ ଏହା ଥିଲା ଦ୍ବିତୀୟ ବୈଠକ । ବିଏମସି ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ଖୁବଶୀଘ୍ର ଲିଖିତ ପ୍ରତିଶୃତି ଦିଆଯିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।

ଦାରୁଠେଙ୍ଗ ଦୁର୍ଦ୍ଦଶା; ଘନେଇଲା ବିବାଦ, ପୁଣି ବସିବ ବୈଠକ

ବର୍ଷକ ଭିତରେ ଦାରୁଠେଙ୍ଗ ଡ଼ମ୍ପିଙ୍ଗ ୟାର୍ଡରୁ ବର୍ଜ୍ୟବସ୍ତୁ ଖାଲି କରାଯାଇ ସେଠାରେ ଏକ ବାଇଓମାଇନିଂ ପ୍ଲାଣ୍ଟ ନିର୍ମାଣ ହେବ । ବିଏମସିର ସ୍ଥାନୀୟ ବାସିନ୍ଦା ଏବଂ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଘନ ଘନ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ବିଏମସି କତ୍ତୃପକ୍ଷ । ଦୀର୍ଘଦିନ ଧରି ଡ଼ମ୍ପିଙ୍ଗ ୟାର୍ଡ ସ୍ଥାନାନ୍ତରିତ କରିବାକୁ ସ୍ଥାନୀୟ ଲୋକେ ଦାବି କରି ଆସୁଥିଲେ ଏପରିକି କିଛି ଦିନ ହେବ ବର୍ଜ୍ୟବସ୍ତୁ ଗାଡିକୁ ସ୍ଥାନୀୟ ଲୋକେ ପ୍ରତିବାଦ କରି ଭଙ୍ଗା ଭାଙ୍ଗି କରିବାର ଅଭିଯୋଗ ହୋଇଥିଲା । ଡମ୍ପିୟାର୍ଡ ପାଇଁ ସ୍ଥାନୀୟ ଅଞ୍ଚଳରେ ପରିବେଶ ଦୂଷିତ ହେବା ସହ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବ ଜନ୍ତୁଙ୍କ ଉପରେ ଏହାର କୁ ପ୍ରଭାବ ପଡୁଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଆସୁଥିଲେ ।

ବିଏମସି ଏବଂ ଦାରୁଠେଙ୍ଗ ବାସୀଙ୍କ ସହ ଆଲୋଚନା ପରେ ନିଆଯାଇଥିବା ନିଷ୍ପତ୍ତିକୁ ସେମାନେ ମାନିନେଇଛନ୍ତି, ସେମାନଙ୍କ ଅନୁରୋଧ କ୍ରମେ ଲିଖିତ ପ୍ରତିଶ୍ରୁତି ମଧ୍ୟ ଦିଆଯିବ । ଭୁବନେଶ୍ବରରେ ୪୩ ଟି ସ୍ଥାନରେ ଏମସିସି କାର୍ଯ୍ୟ ଚାଲିଛି । ବର୍ଷକ ଭିତରେ ଡ଼ମ୍ପିଙ୍ଗ ୟାର୍ଡରୁ ସମସ୍ତ ବର୍ଜ୍ୟବସ୍ତୁ ସବୁ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟରକୁ ସ୍ଥାନାନ୍ତରିତ ହେବ । ଖାଲି ହେବା ପରେ ସେ ସ୍ଥାନରେ ଏକ ବାଇଓ ମାଇନିଂ ପ୍ଲାଣ୍ଟ କରାଯିବ । ଦୁଇ ଦିନ ପରେ ପୁଣି ସେଠାରେ ଅଳିଆ ଆବର୍ଜନା ପଡିବ ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚଉଧାରୀ କହିଛନ୍ତି ।

ଭୁବନେଶ୍ବର ଅଞ୍ଚଳରେ ବିଏମସି ପକ୍ଷରୁ ୪୩ ଟି ସ୍ଥାନରେ ମାଇକ୍ରୋ କମ୍ପୋସ୍ଟିଙ୍ଗ ସେଣ୍ଟର ନିର୍ମାଣ ଚାଲିଛି । ଆଗକୁ ଭୁବନେଶ୍ବରରେ ବିଭିନ୍ନ ସ୍ଥାନରୁ ଆସୁଥିବା କଠିନ ବର୍ଜ୍ୟବସ୍ତୁ ସେ ଏମସିସିକୁ ଯିବ ଏବଂ ସେଥିରୁ କମ୍ପୋଷ୍ଟ ତିଆରି କରାଯିବ । ଆଗକୁ ଡ଼ମ୍ପିଙ୍ଗ ୟାର୍ଡ ବିବାଦ ସମାଧାନ ହେବା ନେଇ ଆଶା କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଏବେ ଦାରୁଠେଙ୍ଗ ଡ଼ମ୍ପିଙ୍ଗ ୟାର୍ଡରେ ବର୍ଜ୍ୟବସ୍ତୁ ପଡ଼ିବା ସାମୟିକ ବନ୍ଦ ରହିବ । ଦୁଇ ଦିନ ପରେ ଆଉ ଥରେ ବୈଠକ ବସିଲେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ପ୍ରତି ତିନି ମାସରେ ଥରେ ଡ଼ମ୍ପିଙ୍ଗ ୟାର୍ଡ ବିଷୟରେ ସମୀକ୍ଷା କରାଯିବ । ଭୁବନେଶ୍ବରରେ ୪୩ଟି ସ୍ଥାନରେ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର କାର୍ଯ୍ୟ ଚାଲିଛି । ସେଗୁଡିକ କାର୍ଯ୍ୟକ୍ଷମ ହେଲା ପରେ ଦାରୁଠେଙ୍ଗ ଡମ୍ପି ୟାର୍ଡରେ ଆଉ ଅଳିଆ ଆବର୍ଜନା ପଡ଼ିବନି ବୋଲି ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ।

ସ୍ବଚ୍ଛତା ଦିଗରେ ବିଏମସି ପକ୍ଷରୁ ବିଭିନ୍ନ କାର୍ଯ୍ୟପନ୍ଥା କାର୍ଯ୍ୟକାରୀ ହେଉଥିବା ବେଳେ ବିଏମସିର ଦାରୁଠେଙ୍ଗ ଡ଼ମ୍ପିଙ୍ଗ ୟାର୍ଡ ବନ୍ଦ କେତେଦୂର କାର୍ଯ୍ୟକାରୀ ହେଉଛି ଆଗାମୀ ଦିନରେ ସ୍ପଷ୍ଟ ହେବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ. ଇଟିଭି ଭାରତ

Intro:ଦାରୁଠେଙ୍ଗ ଡ଼ମ୍ପିଙ୍ଗ ୟାର୍ଡ ମାମଲା।ବୈଠକ ପରେ ବୈଠକ ବସୁଛି ହେଲେ ବାହାରୁନି ସମାଧାନର ବାଟ।

Body:ଭୁବନେଶ୍ୱର, ଦାରୁଠେଙ୍ଗ ଡ଼ମ୍ପିଙ୍ଗ ୟାର୍ଡ ମାମଲା।ଘନେଇଲା ବିବାଦ,ହୋଇପାରୁନି ଚୂଡାନ୍ତ ନିଷ୍ପତ୍ତି।ତେବେ ବର୍ଷେ ଭିତରେ ଦାରୁଠେଙ୍ଗରୁ ଡ଼ମ୍ପିଙ୍ଗ ୟାର୍ଡ ଉଠିବା ନେଇ ଆଲୋଚନା ଫଳପ୍ରଦ ହେବା ନେଇ ଆଶା କରାଯାଉଛି।ଗୁରୁବାର ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ସ୍ଥାନୀୟ ନେତୃବୃନ୍ଦ, ଜଟଣୀ ବିଧାୟକ ଏବଂ ବିଏମସି କମିଶନରଙ୍କ ମଧ୍ୟରେ ମାରାଥନ ବୈଠକ ବସିଥିଲା।ଚଳିତ ମାସରେ ଏହା ଥିଲା ଦ୍ୱିତୀୟ ବୈଠକ।ବିଏମସି ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ଖୁବଶୀଘ୍ର ଲିଖିତ ପ୍ରତିଶୃତି ଦିଆଯିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି।ବିଏମସି କତ୍ତୃପକ୍ଷ ଏନେଇ ସବୁଜ ସଙ୍କେତ ଦେଇଛନ୍ତି।

ବର୍ଷକ ଭିତରେ ଦାରୁଠେଙ୍ଗ ଡ଼ମ୍ପିଙ୍ଗ ୟାର୍ଡରୁ ବର୍ଜ୍ୟବସ୍ତୁ ଖାଲି କରାଯାଇ ସେଠାରେ ଏକ ବାଇଓମାଇନିଂ ପ୍ଲାଣ୍ଟ ନିର୍ମାଣ ହେବ।ବିଏମସି ,ସ୍ଥାନୀୟ ବାସିନ୍ଦା ଏବଂ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଘନ ଘନ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ବିଏମସି କତ୍ତୃପକ୍ଷ।ଦୀର୍ଘଦିନ ଧରି ଡ଼ମ୍ପିଙ୍ଗ ୟାର୍ଡ ସ୍ଥାନାନ୍ତରିତ କରିବାକୁ ସ୍ଥାନୀୟ ଲୋକେ ଦାବି କରି ଆସୁଥିଲେ ଏପରିକି କିଛି ଦିନ ହେବ ବର୍ଜ୍ୟବସ୍ତୁ ଗାଡିକୁ ସ୍ଥାନୀୟ ଲୋକେ ପ୍ରତିବାଦ କରି ଭଙ୍ଗା ଭାଙ୍ଗି କରିବାର ଅଭିଯୋଗ ହୋଇଥିଲା ।ଡମ୍ପି ୟାର୍ଡ ପାଇଁ ସ୍ଥାନୀୟ ଅଞ୍ଚଳରେ ପରିବେଶ ଦୂଷିତ ହେବା ସହ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବ ଜନ୍ତୁଙ୍କ ଉପରେ ଏହାର କୁ ପ୍ରଭାବ ପଡୁଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଆସୁଥିଲେ।

ବିଏମସି ଏବଂ ଦାରୁଠେଙ୍ଗ ବାସୀଙ୍କ ସହ ଆଲୋଚନା ପରେ ନିଆଯାଇଥିବା ନିଷ୍ପତ୍ତିକୁ ସେମାନେ ମାନିନେଇଛନ୍ତି ,ସେମାନଙ୍କ ଅନୁରୋଧ କ୍ରମେ ସେମାନଙ୍କୁ ଲିଖିତ ପ୍ରତିଶ୍ରୁତି ଦିଆଯିବ।ଭୁବନେଶ୍ୱର ରେ ୪୩ ଟି ସ୍ଥାନରେ ଏମସିସି କାର୍ଯ୍ୟ ଚାଲିଛି।ବର୍ଷକ ଭିତରେ ଡ଼ମ୍ପିଙ୍ଗ ୟାର୍ଡରୁ ସମସ୍ତ ବର୍ଜ୍ୟବସ୍ତୁ ସବୁ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟରକୁ ସ୍ଥାନାନ୍ତରିତ ହେବ।ଖାଲି ହେବା ପରେ ସେ ସ୍ଥାନରେ ଏକ ବାଇଓ ମାଇନିଂ ପ୍ଲାଣ୍ଟ କରାଯିବ।ଦୁଇ ଦିନ ପରେ ପୁଣି ସେଠାରେ ଅଳିଆ ଆବର୍ଜନା ପଡିବ ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚଉଧାରୀ କହିଛନ୍ତି।

ଭୁବନେଶ୍ୱର ଅଞ୍ଚଳରେ ବିଏମସି ପକ୍ଷରୁ ୪୩ ଟି ସ୍ଥାନରେ ମାଇକ୍ରୋ କମ୍ପୋସ୍ଟିଙ୍ଗ ସେଣ୍ଟର ନିର୍ମାଣ ଚାଲିଛି।ଆଗକୁ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରୁ ଆସୁଥିବା କଠିନ ବର୍ଜ୍ୟବସ୍ତୁ ସେ ଏମସିସିକୁ ଯିବ ଏବଂ ସେଥିରୁ କମ୍ପୋଷ୍ଟ ତିଆରି କରାଯିବ।ଆଗକୁ ଡ଼ମ୍ପିଙ୍ଗ ୟାର୍ଡ ବିବାଦ ସମାଧାନ ହେବା ନେଇ ଆଶା କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଏବେ ଦାରୁଠେଙ୍ଗ ଡମପିଂ ୟାର୍ଡରେ ବର୍ଜ୍ୟବସ୍ତୁ ପଡ଼ିବା ସାମୟିକ ବନ୍ଦ ରହିବ।ଦୁଇ ଦିନ ପରେ ଆଉ ଥରେ ବୈଠକ ବସିଲେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।ପ୍ରତି ତିନି ମାସରେ ଥରେ ଡ଼ମ୍ପିଙ୍ଗ ୟାର୍ଡ ବିଷୟରେ ସମୀକ୍ଷା କରାଯିବ।ଭୁବନେଶ୍ୱରରେ ୪୩ଟି ସ୍ଥାନରେ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର କାର୍ଯ୍ୟ ଚାଲିଛି। ସେଗୁଡିକ କାର୍ଯ୍ୟକ୍ଷମ ହେଲା ପରେ ଦାରୁଠେଙ୍ଗ ଡମ୍ପି ୟାର୍ଡରେ ଆଉ ଅଳିଆ ଆବର୍ଜନା ପଡ଼ିବନି ବୋଲି ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି।

ସ୍ୱଚ୍ଛତା ଦିଗରେ ବିଏମସି ପକ୍ଷରୁ ବିଭିନ୍ନ କାର୍ଯ୍ୟପନ୍ଥା କାର୍ଯ୍ୟକାରୀ ହେଉଥିବା ବେଳେ ବିଏମସିର ଦାରୁଠେଙ୍ଗ ଡ଼ମ୍ପିଙ୍ଗ ୟାର୍ଡ ବନ୍ଦ କେତେଦୂର କାର୍ଯ୍ୟକାରୀ ହେଉଛି ଆଗାମୀ ଦିନରେ ସ୍ପଷ୍ଟ ହେବ।

byt1 prem chandra chaudhari, commissioner Bhubaneswar municipal corporation

byt 2, suresh chandra rautray , mla jatani

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.