ETV Bharat / city

ଭାରତ ବନ୍ଦ: ବରମୁଣ୍ଡା ବସଷ୍ଟାଣ୍ଡରେ ଯାତ୍ରୀ ହନ୍ତସନ୍ତ - Bharat bandh effect in bhubneswar

ବନ୍ଦ ଯୋଗୁଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିବାରୁ ବରମୁଣ୍ଡା ବସଷ୍ଟାଣ୍ଡରେ ଯାତ୍ରୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।

Bharat bandh effect
ଭାରତ ବନ୍ଦ ପ୍ରଭାବ: ବରମୁଣ୍ଡା ବସଷ୍ଟାଣ୍ଡରେ ଯାତ୍ରୀ ହନ୍ତସନ୍ତ
author img

By

Published : Jan 8, 2020, 4:02 PM IST

ଭୁବନେଶ୍ବର: ଟ୍ରେଡ଼ ୟୁନିୟନ ପକ୍ଷରୁ ଦିଆଯାଇଥିବା ବନ୍ଦର ପ୍ରଭାବ ଆଜି ସାରା ରାଜ୍ୟରେ ଦେଖିବାକୁ ମିଳୁଥିବା ବେଳେ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦ ଯୋଗୁଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିବାରୁ ବରମୁଣ୍ଡା ବସଷ୍ଟାଣ୍ଡରେ ଯାତ୍ରୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।

ଭାରତ ବନ୍ଦ ପ୍ରଭାବ: ବରମୁଣ୍ଡା ବସଷ୍ଟାଣ୍ଡରେ ଯାତ୍ରୀ ହନ୍ତସନ୍ତ

12 ଦଫା ଦାବିକୁ ନେଇ ଦିଆଯାଇଥିବା ବନ୍ଦ ଡାକରାକୁ କଂଗ୍ରେସ ପକ୍ଷରୁ ମଧ୍ୟ ସମର୍ଥନ କରାଯାଇଛି। ବନ୍ଦ ଯୋଗୁଁ ବରମୁଣ୍ଡା ବସଷ୍ଟାଣ୍ଡରେ ଯାତ୍ରୀ ହନ୍ତସନ୍ତ ହେବା ସହ ଗାଡି ଚଳାଚଳ ମଧ୍ୟ ଠପ ହୋଇ ଯାଇଛି । ଅନ୍ୟପଟେ ଦୋକାନ ବଜାର ବି ନ ଖୋଲିବା ଫଳରେ ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖନୀ ହେଉଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Ready to air

ବନ୍ଦ ର ପ୍ରଭାବ ରେ ଯାତ୍ରୀ ହନ୍ତସନ୍ତ

ଟ୍ରେଡ଼ ୟୁନିୟନ ପକ୍ଷରୁ ଦିଆ ଯାଇଥିବା ବନ୍ଦ ର ପ୍ରଭାବ ଆଜି ସାରା ରାଜ୍ୟରେ ଦେଖିବା କୁଁ ମିଳୁଥିବା ବେଳେ ରାଜ୍ୟ ରାଜଧାନୀ ଭୁବନେଶ୍ବର ରେ ବି ଦେଖିବାକୁ ମିଳିଛି। 12 ଦଫା ଦାବି କୁ ନେଇ ଦିଆ ଯାଇଥିବା ବନ୍ଦ ର ପ୍ରଭାବ କୁ କଂଗ୍ରେସ ପକ୍ଷରୁ ମଧ୍ୟ ସମର୍ଥନ କରାଯାଇଛି। ବନ୍ଦ ର ଯୋଗୁଁ ରେ ବାରମୁଣ୍ଡା ବସଷ୍ଟାଣ୍ଡ ରେ ଯାତ୍ରୀ ହନ୍ତସନ୍ତ ହେବା ସହ ଗାଡିଚଳାଚଳ ମଧ୍ୟ ଠପ ହୋଇ ଯାଇଛି। ଅନ୍ୟପଟେ ଦେକାନ ବଜାର ବି ନ ଖେଲିବା ଫଳ ରେ ଯାତ୍ରୀ ନାହିଁ ନ ଥିବା ଅସୁବିଧା ରେ ସହ ଗତି କରୁଥିବାର ଜଣାପଡିଛି।

Body:ବନ୍ଦ ର ପ୍ରଭାବ ରେ ଯାତ୍ରୀ ହନ୍ତସନ୍ତ

ବାଇଟ ଯାତ୍ରୀ
ବାଇଟ ଯାତ୍ରୀ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.