ETV Bharat / city

ଭୁବନେଶ୍ବରରେ ନିଖୋଜ ବେଙ୍ଗଲୀ ଝିଅ, ଥାନାରେ ଅଭିଯୋଗ କଲେ ଯବାନ ପିତା

ଭୁବନେଶ୍ବର ଷ୍ଟେସନରୁ ନିଖୋଜ ହେଲେ ବେଙ୍ଗଲୀ ଝିଅ ନିଖୋଜ । ଏ ନେଇ ପିତା ତଥା ବିଏସଏଫ ଯବାନ ଥାନାରେ କରିଛନ୍ତି ଅଭିଯୋଗ । ଅଧିକ ପଢନ୍ତୁ

author img

By

Published : Jun 23, 2022, 5:09 PM IST

Updated : Jun 23, 2022, 7:33 PM IST

ଭୁବନେଶ୍ବରରେ ନିଖୋଜ ବେଙ୍ଗଲୀ ଝିଅ, ଥାନାରେ ଅଭିଯୋଗ କଲେ ଯବାନ ପିତା
ଭୁବନେଶ୍ବରରେ ନିଖୋଜ ବେଙ୍ଗଲୀ ଝିଅ, ଥାନାରେ ଅଭିଯୋଗ କଲେ ଯବାନ ପିତା

ଭୁବନେଶ୍ବର: ରାଜଧାନୀର ଷ୍ଟେସନରୁ ନିଖୋଜ ହୋଇଯାଇଛନ୍ତି ବେଙ୍ଗଲୀ ଝିଅ ସ୍ବିଟି ରଏ । କୋଲକାତାର ଏହି ଏରୋସ୍ପେସ ଇଞ୍ଜିନିୟରିଂ ଛାତ୍ର ବୁଧବାର ହାୱଡ଼ାରୁ ଯବାନ ପିତାଙ୍କ ସହ ଭୁବନେଶ୍ବର ଆସିଥିବାବେଳେ ଷ୍ଟେସନରୁ ହୋଇଯାଇଛନ୍ତି ନିଖୋଜ । ତେବେ ତାଙ୍କୁ ଅପହରଣ କରାଯାଇଛି ନା ଏହା ପଛରେ ପ୍ରେମ ବ୍ୟାପାର ରହିଛି ସେ ନେଇ ସ୍ପଷ୍ଟ ହୋଇନଥିବା ଜଣାପଡ଼ିଛି ।

ନିଖୋଜ ବେଙ୍ଗଲୀ ଝିଅ ସ୍ବିଟି ରଏ
ନିଖୋଜ ବେଙ୍ଗଲୀ ଝିଅ ସ୍ବିଟି ରଏ

ପଶ୍ଚିମବଙ୍ଗ ୨୪ ପ୍ରଗଣାର ୨୦ ବର୍ଷ ବୟସ୍କ ଝିଅ ସ୍ବିଟି ଗତକାଲି ଜନ ଶତାବ୍ଦୀ ଟ୍ରେନରେ ହାୱଡାରୁ ଭୁବନେଶ୍ବର ଆସିବା ପରେ ନିଖୋଜ ହୋଇ ଯାଇଛନ୍ତି । ଗତକାଲି ସ୍ବିଟି ହାଓ୍ବଡାରୁ ଭୁବନେଶ୍ବର ଆସିଥିଲେ । ଭୁବନେଶ୍ବର ଷ୍ଟେସନରେ ପହଞ୍ଚିବା ପରେ ୮ ଟା ୨୫ ରେ ସେ ତାଙ୍କ ମା'ଙ୍କୁ ଫୋନ କରିଥିଲେ । ପରେ ତାଙ୍କ ମୋବାଇଲ ସୁଇଚ୍‌ ଅଫ ରହିଛି । ଶେଷ ଥର ପାଇଁ ସ୍ବିଟିଙ୍କ ଲୋକେସନ୍‌ ଭୁବନେଶ୍ବର ଦେଖାଉଥିବା ସୂଚନା ମିଳିଛି । ନିଖୋଜ ନେଇ ପରିବାର ଲୋକେ ଭୁବନେଶ୍ବର ଜିଆରପି ଥାନାରେ ଅଭିଯୋଗ କରିଛନ୍ତି ।

ସ୍ବିଟିଙ୍କ ବାପା ଜଣେ ବିଏସଏଫ ଯବାନ । ତେବେ ତାଙ୍କୁ ଅପହରଣ କରାଯାଇଛି ନା ଏହା ପଛରେ ପ୍ରେମ ବ୍ୟାପାର ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ଘଟଣାରେ ଜିଆରପି ପୋଲିସ ଅଧିକ ତଦନ୍ତ ଚଳାଇଥିବା ବେଳେ ସ୍ବିଟିଙ୍କ ବାପାମାଆ ସନ୍ଧ୍ୟାରେ ଭୁବନେଶ୍ବର ପହଞ୍ଚିବା ପରେ କଣ କାରଣ ରହିଛି ଅଧିକ ସ୍ପଷ୍ଟ ହୋଇପାରିବ ବୋଲି ସୂଚନା ମିଳିଛି ।

ନିଖୋଜ ବେଙ୍ଗଲୀ ଝିଅ ସ୍ବିଟି ରଏ
ନିଖୋଜ ବେଙ୍ଗଲୀ ଝିଅ ସ୍ବିଟି ରଏ
ଝିଅ ନିଖୋଜ ପରେ ଥାନାରେ ବିଏସଏଫ ଯବାନଙ୍କ ଅଭିଯୋଗ

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 23, 2022, 7:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.