ETV Bharat / city

ତେଲୁଗୁ ମୁଭି ‘ସେରା’କୁ ନେଇ ବିବାଦ, ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ - Sye Raa Narasimha Reddy' film in controversy

ଅକ୍ଟୋବର ୨ରେ ରିଲିଜ ହେବାକୁ ଥିବା ବହୁ ଚର୍ଚ୍ଚିତ ଫିଲ୍ମ 'ସୈରା ନରସିମା ରେଡ୍ଡି'କୁ ନେଇ ଆରମ୍ଭ ହୋଇଯାଇଛି ବିବାଦ । ପାଇକ ବିଦ୍ରୋହକୁ ନେଇ ନିର୍ମିତ ଏହି ବିଗ୍ ବଜେଟ ଫିଲ୍ମକୁ ନେଇ କଣ କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଶୁଣନ୍ତୁ...

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 22, 2019, 11:48 PM IST

Updated : Sep 25, 2019, 5:14 PM IST

ଭୁବନେଶ୍ବର: ଅକ୍ଟୋବର ୨ ତାରିଖରେ ରିଲିଜ୍ ହେବାକୁ ଥିବା ବହୁ ଚର୍ଚ୍ଚିତ ଫିଲ୍ମ 'ସୈରା ନରସିମା ରେଡ୍ଡି'କୁ ନେଇ ଆରମ୍ଭ ହୋଇଯାଇଛି ବିବାଦ । 1846ରେ ଆନ୍ଧ୍ର୍ରରେ ବ୍ରିଟିଶ ଶାସନ ପ୍ରତି ହୋଇଥିବା ବିଦ୍ରୋହକୁ ନେଇ ନିର୍ମିତ ଏହି ବିଗ୍ ବଜେଟର ଫିଲ୍ମ । ଫିଲ୍ମର କାହାଣୀଟି ସ୍ବର୍ଗତ ସ୍ବାଧୀନତା ସଂଗ୍ରାମୀ ଉଲ୍ଲଲାୱଡା ନରସିଂହା ରେଡ୍ଡିଙ୍କ ଜୀବନ କାହାଣୀ ଉପରେ ପ୍ରସ୍ତୁତ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଆନ୍ଧ୍ରର ଜଣେ ଚଳଚ୍ଚିତ୍ର ପ୍ରଯୋଜକ ଏହି ଚଳଚ୍ଚିତ୍ରକୁ ନିର୍ମାଣ କରୁଛନ୍ତି । ଚଳଚ୍ଚିତ୍ରଟି ତେଲେଗୁ, ହିନ୍ଦୀ, ତାମିଲ, ମାଲାୟଲମ ଭଳି 4ଟି ଭାଷାରେ ନିର୍ମିତ ହୋଇଛି । ଉକ୍ତ ଚଳଚ୍ଚିତ୍ରରେ ବଲିଉଡର ବାଦଶାହା ଅମିତା ବଚ୍ଚନ, ତେଲେଗୁ ସୁପରଷ୍ଟାର ଚିରଞ୍ଜିବୀ ପ୍ରମୁଖ ଭୂମିକାରେ ନଜର ଆସିବେ । ହେଲେ ଫିଲ୍ମରେ 1846 ରେ ଆନ୍ଧ୍ରରେ ବ୍ରିଟିଶ ଶାସନ ପ୍ରତି ହୋଇଥିବା ନରସିଂହା ରେଡ୍ଡିଙ୍କ ବିଦ୍ରୋହକୁ ଦେଶରେ ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଦେଖାଯାଉଛି । ଯାହାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

ଯଦି 1846 ରେ ଆନ୍ଧ୍ର ବିଦ୍ରୋହ ପ୍ରଥମ ସ୍ବାଧୀନତା ସଂଗ୍ରାମ ଅଟେ ତାହେଲେ 1817 ମସିହାରେ ଓଡ଼ିଶାରେ ହୋଇଥିବା ପାଇକ ବିଦ୍ରୋହ କଣ ବୋଲି ପ୍ରଶ୍ନ ଉଠିଛି । ଇତିହାସର ପୃଷ୍ଠା ଅନୁସାରେ ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ଵାଧୀନତା ସଂଗ୍ରାମ । ତେବେ ଆସୁଥିବା ଏହି ଫିଲ୍ମ ଓଡିଶା ପାଇକ ବିଦ୍ରୋହ ପ୍ରତି ଅସମାନ ନୁହେଁ ତ । ଶୁଣନ୍ତୁ ଏସମ୍ପର୍କରେ କଣ କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ...

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:1946 ରେ ଆନ୍ଦ୍ର ରେ ବ୍ରିଟିଶ ଶାସନ ପ୍ରତି ହୋଇଥିବା ନରସିହ୍ନା ରେଡି ଙ୍କ ବିଦ୍ରୋହ ରେ ଏକ ହାଇ ବଜେଟ ଫିଲ୍ମ ତିଆରି ହୋଇଛି । ଆନ୍ଦ୍ରପ୍ରଦେଶର ଜଣେ ଫିଲ୍ମ ପ୍ରଡୁସର ଏହି ଚଳଚ୍ଚିତ୍ର କୁ ତିଆରି କରୁ ଥିବା ବେଳେ ଫିଲ୍ମ ଟି ତେଲେଗୁ ,ହିନ୍ଦୀ, ତାମିଲ, ମାଲାୟଲମ ଭଳି
ଚାର ଟି ଭାଷା ରେ ତିଆରି ହେଉଛି । ଏଥି ରେ ବଲିଉଡ ର ବାଦଶାହା ଅମିତ ବଚ୍ଚନ, ତେଲେଗୁ ସୁପର ଷ୍ଟାର ଚିରଞ୍ଜିବି ପ୍ରମୁଖ ନଜର ଆସିବେ। ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଫିଲ୍ମ ରେ 1946 ରେ ଆନ୍ଦ୍ର ରେ ବ୍ରିଟିଶ ଶାସନ ପ୍ରତି ହୋଇଥିବା ନରସିହ୍ନା ରେଡି ବିଦ୍ରୋହ କୁ ଦେଶ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଦେଖା ଯାଉଛି ତେବେ 1817 ମସିହା ରେ ଓଡ଼ିଶାର ରୁ ହୋଇଥିବା ପାଇକ ବିଦ୍ରୋହ କଣ ଅଟେ? ଇତିହାସ ର ପୃଷ୍ଠା କୁହେ ପାଇକ ବିଦ୍ରୋହ ଦେଶ ର ପ୍ରଥମ ସ୍ଵାଧୀନତା ସଂଗ୍ରାମ। ତେବେ ଆସୁଥିବା ଏହି ଫିଲ୍ମ ପାଇକ ବିଦ୍ରୋହ ପ୍ରତି ଏହା ଅସମ୍ନାନ ନୁହେଁ ତ? ଏହି ବିଷୟ ରେ ମନ୍ତ୍ରୀ ପ୍ରତାପ ଷଢଙ୍ଗୀ ଙ୍କୁ ପଚାରି ବା ରୁ କଣ ଉତ୍ତର ଦେଇ ଥିଲେ ଦେଖନ୍ତୁ ଏହି ଭିଡ଼ିଓ ରେ,,,

Body:1946 ରେ ଆନ୍ଦ୍ର ରେ ବ୍ରିଟିଶ ଶାସନ ପ୍ରତି ହୋଇଥିବା ନରସିହ୍ନା ରେଡି ଙ୍କ ବିଦ୍ରୋହ ରେ ଏକ ହାଇ ବଜେଟ ଫିଲ୍ମ ତିଆରି ହୋଇଛି । ଆନ୍ଦ୍ରପ୍ରଦେଶର ଜଣେ ଫିଲ୍ମ ପ୍ରଡୁସର ଏହି ଚଳଚ୍ଚିତ୍ର କୁ ତିଆରି କରୁ ଥିବା ବେଳେ ଫିଲ୍ମ ଟି ତେଲେଗୁ ,ହିନ୍ଦୀ, ତାମିଲ, ମାଲାୟଲମ ଭଳି
ଚାର ଟି ଭାଷା ରେ ତିଆରି ହେଉଛି । ଏଥି ରେ ବଲିଉଡ ର ବାଦଶାହା ଅମିତ ବଚ୍ଚନ, ତେଲେଗୁ ସୁପର ଷ୍ଟାର ଚିରଞ୍ଜିବି ପ୍ରମୁଖ ନଜର ଆସିବେ। ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଫିଲ୍ମ ରେ 1946 ରେ ଆନ୍ଦ୍ର ରେ ବ୍ରିଟିଶ ଶାସନ ପ୍ରତି ହୋଇଥିବା ନରସିହ୍ନା ରେଡି ବିଦ୍ରୋହ କୁ ଦେଶ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଦେଖା ଯାଉଛି ତେବେ 1817 ମସିହା ରେ ଓଡ଼ିଶାର ରୁ ହୋଇଥିବା ପାଇକ ବିଦ୍ରୋହ କଣ ଅଟେ? ଇତିହାସ ର ପୃଷ୍ଠା କୁହେ ପାଇକ ବିଦ୍ରୋହ ଦେଶ ର ପ୍ରଥମ ସ୍ଵାଧୀନତା ସଂଗ୍ରାମ। ତେବେ ଆସୁଥିବା ଏହି ଫିଲ୍ମ ପାଇକ ବିଦ୍ରୋହ ପ୍ରତି ଏହା ଅସମ୍ନାନ ନୁହେଁ ତ? ଏହି ବିଷୟ ରେ ମନ୍ତ୍ରୀ ପ୍ରତାପ ଷଢଙ୍ଗୀ ଙ୍କୁ ପଚାରି ବା ରୁ କଣ ଉତ୍ତର ଦେଇ ଥିଲେ ଦେଖନ୍ତୁ ଏହି ଭିଡ଼ିଓ ରେ,,,

Conclusion:
Last Updated : Sep 25, 2019, 5:14 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.